banner
Breaking

ତନିଷ୍କର ଆକର୍ଷଣୀୟ ପୂଜା ଅଫର। ସପି°ରେ ଚାରଚାନ୍ଦ ଲଗାଇବ।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ଦେଶର ବିଶ୍ବାସଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିଷ୍କ ଗ୍ରାହକଙ୍କ ପାଇଁ ଦୁର୍ଗାପୂଜାରେ ଆଣିଛି ଆକର୍ଷଣୀୟ ଅଫର। ଏହା ପୂଜା ସପି°ରେ ଚାରଚାନ୍ଦ ଲଗାଇବ। ସୁନା ଗହଣାର ଗଢା ମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟରେ ୨୫% ରିହାତି ପାଇବେ ଗ୍ରାହକ। ଏହି ଅଫର ସେପ୍ଟେମ୍ବର ୨୯ ଠାରୁ ଅକ୍ଟୋବର ୭ ଯାଏ ଉପଲବ୍ଧ ହେବ।

Khansweb Solution Bhubaneswar

Leave A Reply

Your email address will not be published.