banner
Breaking

ଭୁବନେଶ୍ୱରରେ ଖୋଲିଲା କ୍ୟାରଟଲେନର ଦ୍ବିତୀୟ ଷ୍ଟୋର।

0

ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ): ଭରତର ନିର୍ଭରଯୋଗ୍ୟ ଗହଣା ବ୍ରାଣ୍ଡ ତନିସ୍କର ସହଭାଗିତାରେ କ୍ୟାରେଟଲେନର ଏକ ନୂଆ ଷ୍ଟୋର ଚନ୍ଦ୍ରଶେଖରପୁର ଠାରେ ଖୋଲିଛି। ଏହାକୁ କାଦମ୍ବିନୀର ସ°ପାଦିକା ଇତି ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଛନ୍ତି। ପ୍ରକାଶଥାଉକି ଗହଣା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କ୍ୟାରେଟଲେନ ଆଗମୀ ଦିନରେ ଗହଣା ପ୍ରେମି ମାନଙ୍କୁ ବହୁ ଆକର୍ଷଣୀୟ ଉପହାର ଭେଟିଦେବ। ଗୋଟିଏ ଜିନିଷ ନେଲେ ଲାଇଫ ଟାଇମ ଗ୍ୟାରେଣ୍ଟି।

Khansweb Solution Bhubaneswar

Leave A Reply

Your email address will not be published.