banner
Breaking

ଉପ ନିର୍ବାଚନରେ ଯୁବରାଜ ମାରିଲେ ଛକା। ବିଜେପି ୩ କ°ଗ୍ରେସ ୧ରେ ଆଗୁଆ।

0

ନୂଆଦିଲ୍ଲୀ,୨୭/୯(ବ୍ୟୁରୋ):ଆରମ୍ଭ ହେଲା ଭୋଟ ଗଣତି ଯୁବରାଜ ସିଂ (ୟୁପି)ହମିରପୁର ଆସନରୁ ଲଢୁଛନ୍ତି। ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ ଯାଗାରେ କଂଗ୍ରେସ ଆଗରେ ଅଛି। ଉତ୍ତର ପ୍ରଦେଶର ହମିରପୁର, ଛତିଶଗଡର ଦାନ୍ତଓ୍ବୋଡା, କେରଳର ପାଲା ଏବଂ ତ୍ରିପୁରାର ବାଘରଘାଟ ବିଧାନସଭା ଆସନ ପାଇଁ ଊପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାଘରଘାଟ ସିଟ୍‌ରେ ଭାଜପାର ମିନି ମଜୁମଦାର ଆଗରେ ଚାଲିଥିବାବେଳେ ହମିରପୁରରେ ଭାଜପାର ଯୁବରାଜ ସିଂ ମଧ୍ୟ ୧୪ ରାଉଣ୍ଡରେ ୨୭.୭୪୬ ଭୋଟରେ ଆଗୁଆ ଅଛନ୍ତି। ଦାନ୍ତଓ୍ବୋଡାରେ କଂଗ୍ରେସର ଦେବତୀ କର୍ମା ୬ ରାଉଣ୍ଡରେ ୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ମଧ୍ୟ ଆଗୁଆ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.