Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ସାହିତ୍ୟ ଓ ସଂସ୍କୃତି
ବିନାଭକ୍ତରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲେ ତିନିରଥ।
ଭୁବନେଶ୍ବର,୨୩/୪(ବ୍ୟୁରୋ): ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନିଠାକୁରଙ୍କ ରଥ। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିଠାକୁରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ପୂର୍ବରୁ ବଡ଼ ଠାକୁରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଆଜି…
Read More...
Read More...
ବିନା ଭକ୍ତ ରଥଯାତ୍ରାକୁ ହିନ୍ଦୁ ମହାସଭା ପକ୍ଷରୁ ସ୍ବାଗତ।
ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ):ପୁରୀର ଐତିହାସିକ ରଥଯାତ୍ରା ଉପରେ ପୁନଃ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଏବର୍ଷ ବିନା ଭକ୍ତ ସମାଗମରେ ରଥଯାତ୍ରା ବିଧି ମୁତାବକ ହେବ ବୋଲି ନିଜ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ…
Read More...
Read More...
ବଡଦାଣ୍ଡରେ ଗଡ଼ିବ ରଥ। ମାନ୍ୟବର ସୁପ୍ରିମକୋର୍ଟ
ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ…
Read More...
Read More...
ରଥଯାତ୍ରା ହେବା ପାଇଁ ପିଟିସନ ଦାଖଲ କଲେ ସରକାର।
ନୂଆଦିଲ୍ଲୀ,୨୨ ।୬: ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି…
Read More...
Read More...
ରଥଯାତ୍ରା ସପକ୍ଷରେ କଣ କହିଲେ ଶଙ୍କରାଚାର୍ଯ୍ୟ ଜାଣନ୍ତୁ।
ପୁରୀ , ୨୧।୬(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର…
Read More...
Read More...
ରଥଯାତ୍ରା ଅନୁଷ୍ଠିତ ହେବାପାଇଁ ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା।
ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଜୁନ ୧୮ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି। ମନ୍ଦିର ଭିତରେ…
Read More...
Read More...
ରଥଯାତ୍ରା ହେବାପାଇଁ ପ୍ରଚେଷ୍ଟାରେ ଆଇନଜୀବୀ।
ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି ରଥଯାତ୍ରା ନିମନ୍ତେ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡ଼େ ରାୟ ପ୍ରଦାନ ଅବସରରେ ଟିପ୍ପଣୀ ଦେଇଛନ୍ତି । କେବଳ…
Read More...
Read More...
ଏଥର ହେବନାହିଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।
ଭୁବନେଶ୍ୱର,୧୮।୬(ଓଡ଼ିଆ ନ୍ୟୁଜ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି।
ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ୍ ହୋଇଥିବା ଆବେଦନର ଶୁଣାଣି କରି…
Read More...
Read More...
ରଥଯାତ୍ରା ନେଇ ବଢିଲା ସମ୍ଭାବନା। ସବୁ ପ୍ରଭୁଙ୍କ ଇଚ୍ଛା।
ପୁରୀ,୧୬/୬(ଓଡ଼ିଆ ନ୍ୟୁଜ): ଲୀଳାମୟ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ।ତାଙ୍କ ଲୀଳା ଖେଳାରେ ଚାଲିଛି ଏ ଜଗତ। ସେ ଚାହିଁଲେ ସବୁକିଛି ସମ୍ଭବ ହୋଇଯିବ। ଯଦି ତାଙ୍କ ଇଚ୍ଛା ହେବ ଯେମିତି ହେଉ ବଡ଼ଦାଣ୍ଡରେ ରଥ ଗଡିବ।ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା…
Read More...
Read More...
ଶେଷ ପର୍ଯ୍ୟାୟରେ ରଥକାମ।
ପୁରୀ,୧୬ା୬: ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ ଅଳ୍ପ କିଛି କାମ କରାଯାଉଛି। ମଙ୍ଗଳବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ ଲଗାଯାଇଛି। ଚିତ୍ରକର ସେବକମାନେ ରଥଗୁଡ଼ିକର ଚତୁଃପାର୍ଶ୍ୱ ରଙ୍ଗ ଦେଉଛନ୍ତି।…
Read More...
Read More...