banner
Breaking

ବଡଦାଣ୍ଡରେ ଗଡ଼ିବ ରଥ। ମାନ୍ୟବର ସୁପ୍ରିମକୋର୍ଟ

0

ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ : ତୁଷାର ମେହେଟ୍ଟା

ପୁରୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଲେ ପୁରୀ ମ୍ୟୁନିସପାଲଟି
କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଚେତାଇଲେ CJI ଏସ୍‌.ଏ ବୋବଡେ: ସେ କହିଲେ- ସଂକ୍ରମଣ ଯେମିତି ନବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ, ରାଜ୍ୟ ସରକାର ଏନେଇ ତ୍ୱରିତ କାର୍ଯ୍ୟ କରନ୍ତୁ, ସଂକ୍ରମଣ ବଢ଼ିଲେ ଆମ ମୁଣ୍ଡ ତଳକୁ ହେବ; ଏଥିପାଇଁ ଆମେ ଯତ୍ନବାନ କହିଲେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ।
ବିନା ଭକ୍ତରେ କଟକଣା ଭିତରେ କେବଳ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ , ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନିଷ୍ପତ୍ତି ଛାଡିଲେ ସର୍ବୋଚ୍ଚ ନ୍ୟାୟାଳୟ।
ସୁପ୍ରିମକୋର୍ଟରେ ରଥଯାତ୍ରା ଗଡ଼ିବା ପ୍ରସଙ୍ଗକୁ ମିଳିଲା ମଞ୍ଜୁରୀ ।

Khansweb Solution Bhubaneswar

Leave A Reply

Your email address will not be published.