କେନ୍ଦ୍ରରେ ପାରିତ ହେଲା ବିଲ୍। ବହୁ ବର୍ଗର ଲୋକଙ୍କୁ ମିଳିବ ସୁବିଧା
ନୂଆଦିଲ୍ଲୀ , ୩୧ା୭(ଓଡ଼ିଆ ନ୍ୟୁଜ): ପୋଷକ ସାର ସବସିଡ଼ି ହାରକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଛି । ଫସଫେଟ ଓ ପୋଟାସିୟମ ସାର ଉପରେ କେନ୍ଦ୍ର ସରକାର ରିହାତି ଦେବେ । ୨୦୧୯-୨୦ ପାଇଁ ରିହାତିରେ ଖର୍ଚ୍ଚ ହେବ ୨୨ହଜାର ୮୭୫କୋଟି ଟଙ୍କା ।
ସେହିପରି ରୁଷିଆ ଓ ପଡ଼ୋଶୀ ଦେଶ ମହାକାଶୀୟ…
Read More...
Read More...