banner
Breaking
Yearly Archives

2023

ଉଦୟନାଥ କଲେଜ ଏବଂ ଆଇଆଇଏମ୍‌ଟି ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଅଡ଼ଶପୁରସ୍ଥ ଉଦୟନାଥ ମହାବିଦ୍ୟାଳୟ ଏବଂ କଣ୍ଟାବାଡ଼ସ୍ଥ ଆଇଆଇଏମ୍‌ଟିର ମିଳିତ ସହଯୋଗରେ ବ୍ୟବସାୟିକ ବିଶ୍ଲେଷଣତା ଏବଂ କର୍ମ ନିଯୁକ୍ତି ଉପରେ ଏକ ଆଲୋଚନାଚକ୍ର ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ୱର : ୟୁନେସ୍କୋ ଏବଂ ଆଇ.ଆଇ.ଏମ୍‌.ଟି ଭୁବନେଶ୍ୱରର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଜୁମ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍ସିସ୍‌କୋ…
Read More...

ଜେଏଲଆରର ଇଣ୍ଡିଆର ବାର୍ଷିକ ହଲିଡେ ସର୍ଭିସ କ୍ୟାମ୍ପ

ଜେଏଲଆର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଏହାର ବାର୍ଷିକ ଛୁଟି ସେବା ଶିବିର ୨୦୨୩ ଡିସେମ୍ବର ୪ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ଖୁଚୁରା ବ୍ୟବସାୟୀମାନଙ୍କ ମାଧ୍ୟମରେ ଅନୁଷ୍ଠିତ ହେବ । ଶିବିରରେ, ଗ୍ରାହକମାନେ ବିସ୍ତୃତ ଯାନ ଯା ଏବଂ ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ…
Read More...

ଜାତୀୟ ସ୍ତରୀୟ ସ୍ତ୍ରୀକର୍କଟ ରୋଗ ବିଶେଷଜ୍ଞ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୧୧ ଭାରତୀୟ ସ୍ତ୍ରୀକର୍କଟ ବିଶେଷଜ୍ଞ ସଂଘ ପକ୍ଷରୁ ୩୦ ତମ ଜାତୀୟ ସ୍ତରୀୟ ସ୍ତ୍ରୀକର୍କଟ ରୋଗ ବିଶେଷଜ୍ଞ ସମ୍ମିଳନୀ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଉଦ୍‌ଘାଟନ…
Read More...

ଧର୍ମେନ୍ଦ୍ର ପ୍ରଧାନ ୨୬ ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନୀତ କଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ବିଭିନ୍ନ ଟ୍ରେଡର ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୮ ଟ୍ରେଡର ୨୬ ଜଣ ବିଶେଷଜ୍ଞ କାରିଗର ତଥା…
Read More...

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାଓ୍ବାର

ଭୁବନେଶ୍ୱର : ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା…
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଭୁବନେଶ୍ୱର,୧୪।୧୦: ସମ୍ବାଦ ଖବରକାଗଜର ସାମ୍ବାଦିକ ବିଦ୍ୟାଧର ବାରିକ (ମଧୁ)ଙ୍କ ପିତା କୈଳାସ ଚନ୍ଦ୍ର ବାରିକଙ୍କର ଗତକାଲି ବିଳମ୍ବିତ ରାତିରେ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି। ୭୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ ମେଳାପି, ପରୋପକାରୀ, ମିଷ୍ଟଭାଷୀ, ସରଳ…
Read More...

ଶାନ୍ତି ଶୃଙ୍କଳା ଓ ପ୍ରଦୂଷଣ ମୁକ୍ତ ଦୁର୍ଗାପୂଜା ପାଇଁ ନିବେଦନ ଭୁବନେଶ୍ୱର ଶାନ୍ତି କମିଟି ବୈଠକ

ଚନ୍ଦ୍ରଶେଖରପୁର,୧୪।୧୦ : ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନଭେନସନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ସମସ୍ତ ପୂଜା କମିଟିକୁ ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବା ଓ ପ୍ରଦୂଷଣ ମୁକ୍ତ ପୂଜା କରିବା ପାଇଁ…
Read More...

ଜେଏଲଆର ଇଣ୍ଡିଆର ରେକର୍ଡ, ୨୦୨୪ ପ୍ରଥମ ଅର୍ଦ୍ଧବାର୍ଷିକରେ ୨,୩୫୬ ୟୁନିଟ ବିକ୍ରି

୨୦୨୩ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ରେକର୍ଡ ବିକ୍ରି ସହିତ ଜେଏଲଆର ୨,୩୫୬ ୟୁନିଟ ବିକ୍ରି ଲକ୍ଷ୍ୟ ହାସଲ କରିଛି । ଏହା ସହିତ ପୂର୍ବ ବର୍ଷ ତୁଳନାରେ ସମାନ ସମୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଜେଏଲଆର ଇଣ୍ଡିଆ ସର୍ବଶ୍ରେଷ୍ଠ ଅର୍ଦ୍ଧବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ହାସଲ କରିଛି ।…
Read More...

ନୀଳାଦ୍ରି ବିହାରରେ ସ୍ବଚ୍ଛତା ହିଁ ସେବା ଅଭିଯାନ

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ବୁଦ୍ଧ ଜୟନ୍ତୀ ପାର୍କ ସମ୍ମୁଖରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...