Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
Uncategorized
ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସାମାଜିକ ଅନୁଷ୍ଠାନ ଆଫିନ ଓଆଇଜି
ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ): କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଗରିବ ଅସହାୟ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଜରାଜୀର୍ଣ୍ଣ ହୋଇ ପଡିଛି | ଏହିପରି ସମୟରେ ହଂସୁରା ଓ ପୋରଗଦେଇ ଅଞ୍ଚଳରେ ୧୫ ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ…
Read More...
Read More...
ଉତ୍କଳ ବିଶ୍ବବିଦ୍ୟାଳୟର ତିନୋଟି ବିଭାଗ ସିଲ୍।
ଭୁବନେଶ୍ବର,୬/୬(ଓଡ଼ିଆ ନ୍ୟୁଜ) : ବାଣୀବିହାର ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧ୍ୟାପିକା ଝିଅ ସଂସ୍ପର୍ଶରେ ଆସିବା ପରେ ଅଫିସ୍ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା କାର୍ଯ୍ୟ କରୁଥିବା ଅଫିସ…
Read More...
Read More...
ଭୁବନେଶ୍ୱରରେ ପୁଣି ମାତିଲା କରୋନା। ତିନିଦିନରେ ୧୦ ଲୋକାଲ୍ କେସ୍।
ଭୁବନେଶ୍ୱର,୬/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ପୁଣି ମାତିଲାଣି କରୋନା। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲା । ଏହା ପରେ ହୁହୁ ହୋଇ ବଢିଚାଲି ରାଜଧାନୀ ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ…
Read More...
Read More...
ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ
ଜଗତସିଂହପୁର,୫/୬(ଓଡ଼ିଆ ନ୍ୟୁଜ):ବିଶ୍ଵ ଓଡ଼ିଆ ମହାସଂଘ ଆୟୋଜନରେ ବିଶ୍ଵ ପରିବେଶ ଦିବସ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧଳତଙ୍ଗଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ଵ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ…
Read More...
Read More...
ଭୁବନେଶ୍ୱରରେ ମାତିଲା କରୋନା।
ଭୁବନେଶ୍ୱର, ୬।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୬ ଲୋକାଲ କେସ୍ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
Read More...
Read More...
ଜଗତସିଂହପୁର ଜିଲ୍ଲା ପାଇଁ ଖୁସି ଖବର।
ଜଗତସିଂହପୁର,୪।୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଦଶ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିମିସ୍ ରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଜିଲ୍ଲାରେ ସର୍ବମୋଟ ୮୬ ଜଣ କରୋନା ଆକ୍ରାନ୍ତ ଥିଲେ। ସେଥିମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ୪୫ଜଣ ସକ୍ରିୟ ରୋଗୀ ଅଛନ୍ତି ।ବିଗତ…
Read More...
Read More...
ଚନ୍ଦ୍ରଶେଖରପୁରରେ ସିଲ୍ ହେଲା କଲ୍ ସେଣ୍ଟର ଅଫିସ।
ଭୁବନେଶ୍ୱର, ୪।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କଲ ସେଣ୍ଟରକୁ ବିଏମସି ତରଫରୁ ସିଲ୍ କରାଯାଇଛି। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କଣ୍ଟ୍ରାକ୍ଟ ଷ୍ଟ୍ରେଚି° ଆଧାରରେ ସ°କ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସିଲ୍ କରାଯାଇଛି…
Read More...
Read More...
ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ” ମେଁ ଉଇ ହେଲ୍ପ ୟୁ ” ସଂଗଠନ
ଜଗତସିଂହପୁର,୩।୬(ଓଡ଼ିଆ ନ୍ୟୁଜ):କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ | ଏହାର ପ୍ରଭାବରେ ବହୁତ ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହିପରି ଏକ କଠିନ ସମୟରେ କିଛି ଗରିବ ଅସହାୟ ପରିବାରକୁ ସହଯୋଗର ହାତ…
Read More...
Read More...
ଜଗତସିଂହପୁରରେ ଜୋରଦାର ଚେକିଂ ଆରମ୍ଭ।
ଜଗତସିଂହପୁର,୨/୬(ଓଡ଼ିଆ ନ୍ୟୁଜ): ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା ପରେ ଜଗତସିଂହପୁର ସହରରେ ଆରମ୍ଭ ହେଲା ଜୋରଦାର ମାସ୍କ୍ ଚେକିଂ ।
ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି ଚେକିଂ କରାଯାଇଛି ଓ ଯେଉଁ ମାନେ ମାସ୍କ୍…
Read More...
Read More...
ଜଗତସିଂହପୁରରେ ଆଜି ୧୪ ପଜିଟିଭ୍ ଚିହ୍ନଟ।
ଜଗତସିଂହପୁର,୧/୬(ଓଡ଼ିଆ ନ୍ୟୁଜ): ଆଜି ପୁଣି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଚାରି ଜଣ ,କୁଜଙ୍ଗ ବ୍ଲକ ରୁ ଆଠ ଜଣ ନାଉଗାଁ ରୁ ଦୁଇ ଜଣ ସର୍ବମୋଟ ଚଉଦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ସମସ୍ତେ କ୍ଵାରେନ ଟାଇନ ରେ ଥିଲେ ଓ ତାଙ୍କୁ କିମିସ୍…
Read More...
Read More...