banner
Breaking

ଜଗତସିଂହପୁରରେ ଆଜି ୧୪ ପଜିଟିଭ୍ ଚିହ୍ନଟ।

0

ଜଗତସିଂହପୁର,୧/୬(ଓଡ଼ିଆ ନ୍ୟୁଜ): ଆଜି ପୁଣି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଚାରି ଜଣ ,କୁଜଙ୍ଗ ବ୍ଲକ ରୁ ଆଠ ଜଣ ନାଉଗାଁ ରୁ ଦୁଇ ଜଣ ସର୍ବମୋଟ ଚଉଦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ସମସ୍ତେ କ୍ଵାରେନ ଟାଇନ ରେ ଥିଲେ ଓ ତାଙ୍କୁ କିମିସ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଞ୍ଚିଥିବା ବେଳେ ସେଥିରୁ ୩୦ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ୫୨ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.