banner
Breaking

ଜଗତସିଂହପୁର ଜିଲ୍ଲା ପାଇଁ ଖୁସି ଖବର।

0

ଜଗତସିଂହପୁର,୪।୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଦଶ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିମିସ୍ ରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଜିଲ୍ଲାରେ ସର୍ବମୋଟ ୮୬ ଜଣ କରୋନା ଆକ୍ରାନ୍ତ ଥିଲେ। ସେଥିମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ୪୫ଜଣ ସକ୍ରିୟ ରୋଗୀ ଅଛନ୍ତି ।ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ କୋୖଣସି ନୂତନ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.