banner
Breaking

ଜଗତସିଂହପୁରରେ ଜୋରଦାର ଚେକିଂ ଆରମ୍ଭ।

0

ଜଗତସିଂହପୁର,୨/୬(ଓଡ଼ିଆ ନ୍ୟୁଜ): ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା ପରେ ଜଗତସିଂହପୁର ସହରରେ ଆରମ୍ଭ ହେଲା ଜୋରଦାର ମାସ୍କ୍ ଚେକିଂ ।
ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି ଚେକିଂ କରାଯାଇଛି ଓ ଯେଉଁ ମାନେ ମାସ୍କ୍ ପିନ୍ଧି ନାହାନ୍ତି ତାଙ୍କଠୁ ଜୋରିମାନା ଆଦାୟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସବଇନସ୍ପେକ୍ଟର ବିଶ୍ୱଜିତ ଗଡନାୟକ , ଏଏସଆଇ ତ୍ରିଭୁବନ ବେହେରା,କୁନିପ୍ରଭା ମଲ୍ଲିକ ତଥା ପୋଲିସ ବିଭାଗର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.