banner
Breaking
Browsing Category

ରାଜ୍ୟ

ନନ୍ଦନକାନନରେ ବାରସିଙ୍ଘ ଶାବକ ଜନ୍ମ।

ଭୁବନେଶ୍ବର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ନମ୍ବର ଖୁଆଡରେ ରହୁଥିବା ମାଈ ବାରସିଙ୍ଘା ସୋମବାର ଗୋଟିଏ ଶାବକ ଜନ୍ମ ଦେଇଛି । ଏହି ଶାବକଟି ଜନ୍ମହେବାପରେ ସେମାନଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତହିଁ ମଧ୍ୟରୁ ୬ ଅଣ୍ଡିରା ୪ ଟି ମାଈ ଓ ନବଯାତ ଶାବକଟିର ଲିଙ୍ଗ ଚିହ୍ନଟ ହୋଇନାହିଁ । ତେବେ…
Read More...

ଭୁବନେଶ୍ୱର ଷ୍ଟେସନର ଚେହେରା ବଦଳିବ। ସ୍ବାକ୍ଷରିତ ହେଲା ଏମ ଓ ୟୁ।

ଭୁବନେଶ୍ୱର,୧୯ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ ଓ ୟୁ ସ୍ୱାକ୍ଷରିତ ହୋଇଛି । ଏହି ସମୟରେ ଭିସିରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । MOU…
Read More...

ଭୁବନେଶ୍ୱରରେ ସମସ୍ତ ସ୍କୁଲର ସମୟ ପରିବର୍ତନ।

ଭୁବନେଶ୍ୱର,୧୮ା୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲର ସମୟ ବଦଳିଛି । ଦିନ ୯ଟା ୩୦ରୁ ୪ଟା ୩୦ ଯାଏ ସ୍କୁଲରେ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପାଠ ପଢାଇବେ । ଛାତ୍ରଛାତ୍ରୀ ମାନଙ୍କର ସମ୍ପୁର୍ଣ୍ଣ ଯତ୍ନ ନେବେ। ସବୁ ଶ୍ରେଣୀ ଗୃହରେ ମ୍ୟାଟ ପଡ଼ିବା ସହ ପିଲାଙ୍କୁ ଫିଲଟର ପାଣି…
Read More...

ଡ୍ରାଇଭି° ଲାଇସେନ୍ସ ପାଇଁ ଭୁବନେଶ୍ବରରେ ଖୋଲିଲା ତିନୋଟି ନୂଆ ସେଣ୍ଟର।

ଭୁବନେଶ୍ବର,୧୭/୯(ଓଡ଼ିଆ ନ୍ୟୁଜ): ପରିବହନ ଆୟୁକ୍ତଙ୍କ ପକ୍ଷରୁ ଭୁବନେଶ୍ବରର ବିଏମସି କାର୍ଯ୍ୟାଳୟ କଳ୍ପନା, ବିଏମସି ଓ୍ବାଡ କାର୍ଯ୍ୟାଳୟ ସହୀଦ ନଗର ଓ ବିଏମସି ଜୋନ୍ କାର୍ଯ୍ୟାଳୟ ନାଲକୋ ଛକ ଠାରେ ତିନୋଟି ଡ୍ରାଇଭି° ଲାଇସେନ୍ସ ଆବେଦନ କେନ୍ଦ୍ର ଖୋଲାଯାଇଛି। ଏହା ୧୮ ତାରିଖରୁ୨୧ ତାରିଖ…
Read More...

ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ ଓ ଅବ୍ୟବହୃତ ସ୍ଥାନ ଗୁଡ଼ିକ ଜନସାଧାରଣଙ୍କ ସେବାରେ…

ଭୁବନେଶ୍ୱର ,୧୬/୯ (ଓଡ଼ିଆ ନ୍ୟୁଜ) ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇ…
Read More...

୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ଜଣେ ଆହତ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସି°ବୋର୍ଡ କଲୋନିରେ ଛାତ ଉପରେ କାମକରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶ ରେ ଆସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର…
Read More...

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟର ସର୍ବବୃହତ୍ ଓ ସର୍ବ ପୁରାତନ ଆଇନଜୀବୀ ମାନଙ୍କର ସଂଗଠନ ମାନବ ଅଧିକାରର ସୁରକ୍ଷା ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ନିକଟରେ ସଂଗଠନ ପହଞ୍ଚି ପାରିବ ବୋଲି ରାଜ୍ୟ ମାନବିକ ଅଧିକାର…
Read More...

ପୁରୀର ବିକାଶ ପାଇଁ ଦାୟିତ୍ବ ନେଲେ ପାଞ୍ଚ ଆଇଏଏସ୍

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ):ପୁରୀର ବିକାଶ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରାଯାଉଛି । ଏହିସୁବ କାର୍ଯ୍ୟକ୍ରମକୁ ତ୍ୱାରାନିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ଆଇଏଏସ ଅଫିସର ନିଯୁକ୍ତି ପାଇଛନ୍ତି । ୫ଜଣ ଶିକ୍ଷାନବୀଶ ଆଇଏଏସ ନିଯୁକ୍ତି କରିଛନ୍ତି ରାଜ୍ୟ…
Read More...

ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଦୁଇ ଦିନିଆ ଗସ୍ତରେ ତଥା ଆସନ୍ତା ୨୭ ଓ ୨୮ ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୮ତାରିଖ ଦିନ ସକାଳ ୬ଟା ୧୦ରେ ଗୋପାଳପୁର ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ…
Read More...

ରାଜ୍ୟ ପୋଲିସର ସମୀକ୍ଷା ବୈଠକ ଭଲକଲେ ପୁରସ୍କାର ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ) ମୋ ସରକାର କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୨ରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏନେଇ ସମୀକ୍ଷା କରିଛନ୍ତି ଡିଆଇଜି। ଆଜି କଟକ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସି ମାଧ୍ୟମରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ବିଜୟ ଶର୍ମା ଯୋଗଦେଇ…
Read More...