banner
Breaking

ଭୁବନେଶ୍ୱରରେ ସମସ୍ତ ସ୍କୁଲର ସମୟ ପରିବର୍ତନ।

0

ଭୁବନେଶ୍ୱର,୧୮ା୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲର ସମୟ ବଦଳିଛି । ଦିନ ୯ଟା ୩୦ରୁ ୪ଟା ୩୦ ଯାଏ ସ୍କୁଲରେ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପାଠ ପଢାଇବେ । ଛାତ୍ରଛାତ୍ରୀ ମାନଙ୍କର ସମ୍ପୁର୍ଣ୍ଣ ଯତ୍ନ ନେବେ। ସବୁ ଶ୍ରେଣୀ ଗୃହରେ ମ୍ୟାଟ ପଡ଼ିବା ସହ ପିଲାଙ୍କୁ ଫିଲଟର ପାଣି ପିଇବାକୁ ଦିଆଯିବ । ଏନେଇ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଭୁବନେଶ୍ବରର ବିଇଓ ଶସ୍ମିତା ମାଳି ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.