banner
Breaking

ଡ୍ରାଇଭି° ଲାଇସେନ୍ସ ପାଇଁ ଭୁବନେଶ୍ବରରେ ଖୋଲିଲା ତିନୋଟି ନୂଆ ସେଣ୍ଟର।

0

ଭୁବନେଶ୍ବର,୧୭/୯(ଓଡ଼ିଆ ନ୍ୟୁଜ): ପରିବହନ ଆୟୁକ୍ତଙ୍କ ପକ୍ଷରୁ ଭୁବନେଶ୍ବରର ବିଏମସି କାର୍ଯ୍ୟାଳୟ କଳ୍ପନା, ବିଏମସି ଓ୍ବାଡ କାର୍ଯ୍ୟାଳୟ ସହୀଦ ନଗର ଓ ବିଏମସି ଜୋନ୍ କାର୍ଯ୍ୟାଳୟ ନାଲକୋ ଛକ ଠାରେ ତିନୋଟି ଡ୍ରାଇଭି° ଲାଇସେନ୍ସ ଆବେଦନ କେନ୍ଦ୍ର ଖୋଲାଯାଇଛି। ଏହା ୧୮ ତାରିଖରୁ୨୧ ତାରିଖ ପର୍ଯ୍ୟନ୍ତ ୧୦ ଟା ରୁ ୫ଟା ଯାଏ ଚାଲିବ ବୋଲି ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.