banner
Breaking

ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ରାଷ୍ଟ୍ରପତି

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଦୁଇ ଦିନିଆ ଗସ୍ତରେ ତଥା ଆସନ୍ତା ୨୭ ଓ ୨୮ ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୮ତାରିଖ ଦିନ ସକାଳ ୬ଟା ୧୦ରେ ଗୋପାଳପୁର ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ ଡିଜିପି କ୍ୟାମ୍ପ ଅଫିସରେ ବୈଠକ ହୋଇଛି । ସେଥିରେ ପୋଲିସ ଡିଜି, ସ୍ପେଶାଲ ଡିଜି, ଆଇଜି ଅପରେସନ ସାମିଲ ଥିଲେ । ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଦକ୍ଷିଣାଞ୍ଚଳ ଡିଆଇଜି ଉପସ୍ଥିତ ଥିଲେ । ଏହାଛଡ଼ା ବ୍ରହ୍ମପୁର ଡିଆଇଜିଙ୍କ ସହ ବହୁ ଅଧିକାରୀ ସାମିଲ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.