Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ଆସନ୍ତା କାଲି ୯ ଟରୁ ୩ଟା କଟିବ କରେଣ୍ଟ।
ଭୁବନେଶ୍ବର,୧୮/୧୦ (ଓଡ଼ିଆ ନ୍ୟୁଜ): ଆସନ୍ତା କାଲି ବିଦ୍ୟୁତ ବିଭାଗର ଜରୁରୀ କାଳୀନ କାମ ହେଉଥିବାରୁ ସକାଳ ୯ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଭାଗ ତରଫରୁ ଜଣାଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଏରିଆ ସମେତ ପ୍ରମୁଖ ସ୍ଥାନ ଗୁଡିକରେ ବିଦ୍ୟୁତ…
Read More...
Read More...
ମୋ ସରକାରର ପ୍ରଭାବ ୩ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ ଭଲକାମ କଲେ ପୁରସ୍କାର ନଚେତ ବହିଷ୍କାର। ଏହି କ୍ରମରେ କ୍ଷମତାର ଦୂରୁପୋଯୋଗ କରିବା ଅଭିଯୋଗରେ ଶୁକ୍ରବାର ୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅଧିକାରୀମାନେ ହେଲେ ଏସ୍ଆଇ…
Read More...
Read More...
କନ୍ଧମାଳ ଏମ୍ ପି ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସ୍କୁଲ ଗୃହ ଉଦଘାଟିତ।
କନ୍ଧମାଳ,୧୮।୧୦(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍ପି ଡ.ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତ। ଏହି ଅବସରରେ ଏକ…
Read More...
Read More...
ହୃଦଘାତ ଲୋକଙ୍କୁ ବଞ୍ଚାଇ ହେବ।
ବ୍ରହ୍ମପୁର ,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ ନିଶ୍ଚେତନ ଦିବସ ଆୟୋଜିତ ହୋଇଯାଇଛି। ବର୍ହିଃ ବିଭାଗ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ହୃଦୟ ପୁନାରମ୍ଭ…
Read More...
Read More...
ହସ୍ପିଟାଲ ଓ ମଲ ନେଇପାରିବେ ନାହିଁ ପାର୍କି° ଫି ।
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ…
Read More...
Read More...
ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା।
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା। ଏଭଳି ଘଟଣା ଘଟୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକିଛି ମାସ ହେବ କୋକୁଆ ଭୟ ଖେଳିଯାଇଛି । ଉଠା ଦୋକାନ ଖଣ୍ଡେ କରି ପରିବାର ଭରଣ ପୋଷଣ କରୁଥିବା ଦୋକାନୀ…
Read More...
Read More...
ଆଗାମୀ ଦିନରେ ପରୀକ୍ଷାର୍ଥୀ ହେବେ ହଇରାଣ।
ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ ପାର୍କ, ଟ୍ରେନ୍ ଓ ଷ୍ଟେଶନରେ ଆତଙ୍କ ସୃଷ୍ଟି କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ…
Read More...
Read More...
ଏଥର ମାଟ୍ରିକ ପିଲା ରଖିବେ ଭଲ ନମ୍ବର। ଛୁଟିରେ ହେବ ପାଠପଢ଼ା।
ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍’ ମିଶନ ଆରମ୍ଭ କରିଛି। ପ୍ରଥମେ କଟକ ଜିଲାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଛୁଟିଦିନଗୁଡ଼ିକରେ ମଧ୍ୟ ପାଠ ପଢ଼ିବେ ଦଶମ…
Read More...
Read More...
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋ…
Read More...
Read More...
ଆଜିଠାରୁ ଚାଲିବ ଭୁବନେଶ୍ବର ରୁ ନୟାଗଡ଼ ସେବା ଏକ୍ସପ୍ରେସ୍ ଟ୍ରେନ୍।
ଭୁବନେଶ୍ବର,୧୫/୧୦(ଓଡ଼ିଆ ନ୍ୟୁଜ) ଆଜିଠାରୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା ସହ ନୟାଗଡରେ ରାତି ୮ଟା ୪୫ର…
Read More...
Read More...