banner
Breaking

ଆସନ୍ତା କାଲି ୯ ଟରୁ ୩ଟା କଟିବ କରେଣ୍ଟ।

0

ଭୁବନେଶ୍ବର,୧୮/୧୦ (ଓଡ଼ିଆ ନ୍ୟୁଜ): ଆସନ୍ତା କାଲି ବିଦ୍ୟୁତ ବିଭାଗର ଜରୁରୀ କାଳୀନ କାମ ହେଉଥିବାରୁ ସକାଳ ୯ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଭାଗ ତରଫରୁ ଜଣାଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଏରିଆ ସମେତ ପ୍ରମୁଖ ସ୍ଥାନ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଭାଗୀୟ ମୁଖ୍ୟ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.