banner
Breaking
Browsing Category

ଦେଶ ବିଦେଶ

ଚାରିଟି ରାଜ୍ୟର ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତି

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ଉପରୋକ୍ତ ୪ ରାଜ୍ୟ ପାଇଁ ନିଯୁକ୍ତ ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ ୭/୮(ଓଡ଼ିଆ ନ୍ୟୁଜ): ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ଣରେ ଲୋଧୀ ରୋଡସ୍ଥିତ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଅପରାହ୍ଣ ୩ଟାରେ ଅଶୋକ…
Read More...

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ)ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ୬୮ ବର୍ଷ ବୟସରେ ଛାତାରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମସ୍ ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।…
Read More...

ରାମ ମନ୍ଦିର ଓ ବାବରୀ ମସଜିଦ୍ ମାମଲାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୬/୮: ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଦୈନନ୍ଦିନ ଶୁଣାଣି ଆଜିଠାରୁ ଆରମ୍ଭ ହୋଇଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ତେବେ ଜଷ୍ଟିସ୍ ଏସ୍.ଏ. ବୋବଡେ,…
Read More...

ଉଠିଲା ୩୭୦, ରାଜ୍ୟ ସଭାରେ ହଟ୍ଟଗୋଳ, ଅମିତ ଶାହାଙ୍କ ବିବୃତି

ନୂଆଦିଲ୍ଲୀ,୫ ।୮: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସାରିବା ପରେ ରାଜ୍ୟସଭାରେ ବିବୃତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ ସଂକଳ୍ପ ଆଗତ କରିଛନ୍ତି ଶାହା । ଏହା ସହ ଜମ୍ମୁ-କାଶ୍ମୀର ବିଭାଜନ ନେଇ ସରକାର…
Read More...

ଦିଲ୍ଲୀରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ଖର୍ଚ୍ଚ ପଡିବନି

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):ରାଜଧାନୀରେ ସାଧାରଣ ଲୋକ ଯେଉଁମାନେ ୨୦୦ ୟୁନିଟରୁ କମ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ମାଗଣାରେ ମିଳିବ ବିଦ୍ୟୁତ। କାରଣ ଦିଲ୍ଲୀରେ ଆଜି ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କରିଛନ୍ତି ଯେ ଏଣିକି…
Read More...

କେନ୍ଦ୍ରରେ ପାରିତ ହେଲା ବିଲ୍। ବହୁ ବର୍ଗର ଲୋକଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ , ୩୧ା୭(ଓଡ଼ିଆ ନ୍ୟୁଜ): ପୋଷକ ସାର ସବସିଡ଼ି ହାରକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଛି । ଫସଫେଟ ଓ ପୋଟାସିୟମ ସାର ଉପରେ କେନ୍ଦ୍ର ସରକାର ରିହାତି ଦେବେ । ୨୦୧୯-୨୦ ପାଇଁ ରିହାତିରେ ଖର୍ଚ୍ଚ ହେବ ୨୨ହଜାର ୮୭୫କୋଟି ଟଙ୍କା । ସେହିପରି ରୁଷିଆ ଓ ପଡ଼ୋଶୀ ଦେଶ ମହାକାଶୀୟ…
Read More...

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ୟଦୁରପ୍ପା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦୁରପ୍ପା ଶପଥ ଗ୍ରହଣ କରିଛନ୍ତି  । ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି  । କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ଅପରପକ୍ଷରେ ୟେଦୁରପ୍ପାଙ୍କ ଶପଥ ପାଠ…
Read More...

ଦିଲ୍ଲୀ,(ଓଡ଼ିଆ ନ୍ୟୁଜ୍ ): କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ହେବ ଶୀଲା ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ…
Read More...

ଆଇସିସି ବିଶ୍ବକପ୍ ତାଲିକାରୁ ବାଦ ପଡିଲେ ବିରାଟ କୋହଲି

ଭୁବନେଶ୍ୱର: (ଓଡ଼ିଆ ନ୍ୟୁଜ୍) ଆଇସିସି ନିଜର ବିଶ୍ଵକପ୍ ଟିମ୍ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି, ମାତ୍ର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଏହି ଦଳରୁ ବାଦ ପଡିଛନ୍ତି । ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ ଯଶପ୍ରୀତ…
Read More...