banner
Breaking

ଦିଲ୍ଲୀରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ଖର୍ଚ୍ଚ ପଡିବନି

0

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):ରାଜଧାନୀରେ ସାଧାରଣ ଲୋକ ଯେଉଁମାନେ ୨୦୦ ୟୁନିଟରୁ କମ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ମାଗଣାରେ ମିଳିବ ବିଦ୍ୟୁତ। କାରଣ ଦିଲ୍ଲୀରେ ଆଜି ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କରିଛନ୍ତି ଯେ ଏଣିକି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯିବ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଥିବାରୁ ସେ ସମସ୍ତଙ୍କର ପ୍ରିୟ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.