banner
Breaking

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ)ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ୬୮ ବର୍ଷ ବୟସରେ ଛାତାରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମସ୍ ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ସେଠାରେ ଶୋକର ଛାୟା ଖେଳିଯାଇଛି। ମୃର୍ତ୍ୟୁ ଖବର ପାଇ ହସପିଟାଲରେ ବହୁ ବିଜେପି ନେତାଙ୍କର ଭିଡ ଯମୁଥିବା ଜଣାପଡିଛି ।*

Khansweb Solution Bhubaneswar

Leave A Reply

Your email address will not be published.