banner
Breaking
Browsing Category

ଅପରାଧ

ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ।

ସାଲେପୁର ୩।୯: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ। ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଇଛନ୍ତି ଟଙ୍କା। ଟାଙ୍ଗୀ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଟାଙ୍ଗୀ ଥାନା ଅନ୍ତର୍ଗତ…
Read More...

କଟକରେ ପୁଣି ସକ୍ରିୟ ହେଲେ ଅପରାଧୀ।

କଟକ ୩।୯ : ବୁଧବାର ସନ୍ଧ୍ୟାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ମାରଣାସ୍ତ୍ରରେ ହାଣି ମୁଣ୍ଡ ଗଡ଼ାଇଛନ୍ତି । ଆତତାୟୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛି କୁଖ୍ୟାତ ହାଡ଼ିଆ ଓରଫ ପ୍ରକାଶ ବେହେରା । ସୂଚନାଯୋଗ୍ୟ ସତୀଚଉରା ନିକଟବର୍ତ୍ତୀ…
Read More...

ସ୍ପେଶାଲ ସ୍କ୍ବାଡ ହାତରେ ଲୁଟିଆ ଗ୍ୟାଙ୍ଗ।

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌। ଏଥିରେ ପାଟୁ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିବା ପରେ ଖଣ୍ଡଗିରି ପୋଲିସ ସହ ମିଳିତ ଚଢ଼ାଉ କରି ପୁରୀ ଓ…
Read More...

ଭୁବନେଶ୍ୱରରେ ପୁଣି ସାଇବର ଠକେଇ।

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ପ୍ରିନ୍ସିପାଲ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ନେଇଯାଇଥିବାବେଳେ…
Read More...

ମୃତ୍ୟୁର ମରଣଯନ୍ତା ପାଲଟିଛି ନାଲକୋ ଛକ। ଚାରି ଛକରେ ଚାଲିଗଲା ୪ ଜୀବନ।

ଭୁବନେଶ୍ୱର,୨୭/୮(ବ୍ୟୁରୋ): ଚନ୍ଦ୍ରଶେଖରପୁରର ପ୍ରମୁଖ ଟ୍ରାଫିକ ଛକ କୁହାଯାଉଥିବା ନାଲକୋ ବା କଳିଙ୍ଗ ହସ୍ପିଟାଲ ଛକ ପାଲଟିଛି ମୃତ୍ୟୁର ମରଣଯନ୍ତା।ଏହି ଚାରି ଛକରେ ସଡକ ଦୁର୍ଘଟଣାରେ ଗଲାଣି କାହିଁ କେତେ ଜୀବନ। ବୁଧବାର ରାତି ଅଧରେ ଆଚାର୍ଯ୍ୟ ବିହାର ପଟୁ ସୈନିକ ସ୍କୁଲ ହୋଇ ଆସୁଥିବା କାର…
Read More...

ପ୍ରେସ ଲେଖାଥିବା ଗାଡିରୁ ଗଞ୍ଜେଇ ଜବତ।

ଫୁଲବାଣୀ , ୧୯ା୮(ବ୍ୟୁରୋ):କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ ମାଫିଆ ନୂଆ କୌଶଳ ଆପଣାଉଛନ୍ତି।…
Read More...

ନକଲି ମହିଳା ଆଇପିଏସ ଅଫିସର ଗିରଫ।

ରାଉରକେଲା ,୧୯।୮(ବ୍ୟୁରୋ):ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ…
Read More...

କମିଶନରେଟ ପୋଲିସକୁ ବଡ ସଫଳତା।ଧରାହେଲେ ୮ ଅପରାଧୀ।

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେଲା କ୍ରମାଗତ ଭାବରେ ଲୁଟପାଟ ହେଉଥିଲା। ଏମିତିକି ପୋଲିସ, ସାମ୍ବାଦିକ କାହାକୁ ଛାଡି ନଥିଲେ। ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା। ଅନ୍ୟ ପକ୍ଷରେ ନବ ନିଯୁକ୍ତ ଡିସିପିଙ୍କ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ଥିଲା…
Read More...

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର।

ଭୁବନେଶ୍ଵର,୨/୮(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଯେଉଁ ମାତ୍ରାରେ କରୋନା ବଢୁଛି ସେହି ମାତ୍ରାରେ ଲୁଟପାଟ ହେଉଛି। ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପରେ ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି ।…
Read More...