banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ।

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଯାଇଛି। ଆବାସିକ ସଙ୍ଘର ମୁଖ୍ୟ ଉପଦେଷ୍ଟା ତଥ ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ବିନା…
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭୁବନେଶ୍ୱର,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତୃବୃନ୍ଦ ଏକଶହଆଠ ହନୁମାନ ଚାଳିଶା ପାଠ ଓ ଦୀପ ପ୍ରଜ୍ୱଳନ କରିଛନ୍ତି। ରାଜ୍ୟ ସଭାପତି…
Read More...

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ।

ଭୁବନେଶ୍ଵର,୩/୮(ଓଡ଼ିଆ ନ୍ୟୁଜ):ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ (NHWBT) ତରଫରୁ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ ସହ ମାସ୍କ ବ୍ୟବହାର କରିବା ନିୟମାବଳୀ ସମ୍ପର୍କରେ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି ।

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ସାରା ବିଶ୍ୱରେ ଏକ ଅଦ୍ଭୁତ ଉତ୍ସାହ ଉଦ୍ଦୀପନା ଅନୁଭୂତ ହେଉଥିବାବେଳେ ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ମଠ ମନ୍ଦିର ତଥା ସାଂସ୍କୃତିକ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି ।

ଭୁବନେଶ୍ୱର, ୨୮/୭ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ…
Read More...

ଜମିଲା ୨ୟ ଅନ୍ ଲାଇନ୍ ହାସ୍ୟକବି ସମ୍ମିଳନୀ। ଯୋଗଦେଲେ ଜ୍ଞାନ ହୋତା, ସତ୍ୟାନାଶ ଓ କୁଳାଙ୍ଗାର

ଭୁବନେଶ୍ବର,୨୬/୭(ଓଡ଼ିଆ ନ୍ୟୁଜ): ଓଡିଆ ବ୍ୟଙ୍ଗକାର ମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅାଜି ଆୟୋଜିତ ୨ୟ ଅନ୍ ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର…
Read More...

୨୦୧୫ ଓ ୨୦୧୬ ବର୍ଷପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ଘୋଷଣା।

ଭୁବନେଶ୍ୱର, ୧୦।୭(ଓଡ଼ିଆ ନ୍ୟୁଜ): ଆଜି ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି। ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀର…
Read More...

ସୋମନାଥ ଯିବା ହେଲାଣି ଡେରି କ୍ୟାସେଟ ଉନ୍ମୋଚିତ। ନାରୀ ଜାଗରଣ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ।

ଭୁବନେଶ୍ୱର, ୭ା୭(ଓଡ଼ିଆ ନ୍ୟୁଜ): ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଦେବଦେବ ମହାଦେବଙ୍କ ମୁଣ୍ଡରେ ଜଳଲାଗି କଲେ ମାନସିକ ପୂର୍ଣ୍ଣହୁଏ ବୋଲି ଶିବଭକ୍ତ ମାନଙ୍କର ଅଖଣ୍ଡ ବିଶ୍ୱାସ ଅଛି । ଏହିଦିନ କାଉଡିଆମାନେ ନଦୀରୁ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଙ୍କ ମସ୍ତକରେ ଜଳଲାଗି…
Read More...

ଓଡିଶାରେ ଖୋଲିବ ଦର୍ଶନୀୟ ସ୍ଥାନ।

ଭୁବନେଶ୍ୱର, ୪।୭(ବ୍ୟୁରୋ): ଓଡିଶାରେ ଖୋଲିବ କିଛି ଦର୍ଶନୀୟ ସ୍ଥାନ।ସାମାଜିକ ଦୂରତା ରକ୍ଷା କରିବା ସହିତ ପାଳନ ହେବ କରୋନା ନିୟମ।କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍‌ଆଇ…
Read More...

ବାହୁଡା ଯାତ୍ରା ପାଇଁ ପୁରୀରେ ଜୁନ୍ ୩୦ରୁ କର୍ଫ୍ୟୁ।

ପୁରୀ,୨୭।୬(ଓଡ଼ିଆ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା ପାଇଁ ପୁରୀ ଜିଲାରେ କର୍ଫ୍ୟୁ ଜାରି ହେବ । ଜୁନ ୩୦ ରାତି ୧୦ ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ୧ ରୁ ୪ ତାରିଖ…
Read More...