Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ସାହିତ୍ୟ ଓ ସଂସ୍କୃତି
ସବୁ ନିଜର ତଥାପି ୩୬ ଘଣ୍ଟା ଉପାସ ରହିଲେ ପ୍ରଭୁ।
ଭୁବନେଶ୍ୱର, ୫/୯(ଓଡ଼ିଆ ନ୍ୟୁଜ) ସବୁ ନିଜର ତଥାପି ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। ନୂଆଗଁ ମୌଜାରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହାକୁ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ବିରୋଧ କରି ମଙ୍ଗଳବାର…
Read More...
Read More...
ବ୍ୟଙ୍ଗ କବିତା- ଦାଦନ, ଫାଡିଦେଲେ ଲୁଗାପଟା, କବି- ଚିତ୍ତରଞ୍ଜନ
**** ଦାଦନ ****
ମୋଦି ଓ ପୁତିନି ହଗିବାକୁ ଗଲେ
ଏକାଠି ଗୁଡାଖୁ ଘଷି...
ବିଦେଶୀ ନେତାଏ ମୋଦି ପରି ଦେଶୀ
ହେବାକୁ ବହୁତୁ ଖୁସି....
ଏଠି ସବୁ ଇଙ୍ଗିଲିସି...
ନୁଗା ଫୋପାଡିକି ନଙ୍ଗଳା ଡେଇଁଲେ
ବିଦେଶୀ ନାଗିବେ ବେଶି...
ଶାଶୁ ହାତ ଧରି ଚୁଚୁମି ଦେଲା
ଫରେନୁ ଆସିକି ଜୋଇଁ...…
Read More...
Read More...
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ଗଣପର୍ବ ନୂଆଖାଇ । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ…
Read More...
Read More...
ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର ,୨୪/୮(ଓଡ଼ିଆ ନ୍ୟୁଜ) ନିଶିଗନ୍ଧା ସାହିତ୍ୟ ସଂସଦ ପ୍ରଥମ ରାଜ୍ୟ ସ୍ତରୀୟ କବିତା ଓ ପ୍ରତିଭା ସମ୍ବର୍ନ୍ଧନା ମହୋବ ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ସମୀର ଦାସ ଯୋଗଦେଇ ସମାଜରେ ଘଟୁଥିବା ଘଟଣା ବଳିକୁ…
Read More...
Read More...
ସାଇକୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ଓ ମେଳଣ ଯାତ୍ରା
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପର ନୀଳାଦ୍ରି ବିହାର ହିଲ୍ ଟପ୍ ଠାରେ ଥିବା ସାଇ କୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହରେ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବୁଧବାର ଠାରୁ ପ୍ରଭୁଙ୍କ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ଶୁକ୍ରବାର କଳସ ଯାତ୍ରା,…
Read More...
Read More...
ରାଇଜିଂ ଇଣ୍ଡିିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ଉତ୍ସବ।
ଭୁବନେଶ୍ୱର, ୧୮/୮(ଓଡ଼ିଆ ନ୍ୟୁଜ) ରାଇଜିଂ ଇିଣ୍ଡିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ସ୍ଥିତ ବିଜୁ ନଗର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ମଣ୍ଡଳୀର ସଭାପତି ଅବନୀନ୍ଦ୍ର କର ଯୋଗଦେଇ ବୃକ୍ଷ ଆମର…
Read More...
Read More...
କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ଓ ପୁସ୍ତକ ଲୋକାର୍ପଣ
ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ୟୁନିଟ୍ ୩ ସ୍ଥିତ ହୋଟେଲ୍ କେଶରୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ନାୟକ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କବି ଶରତ…
Read More...
Read More...
ଅଖିଳ ବିଶ୍ବ ଗାୟତ୍ରୀ ପରିବାରର ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଉଦଯାପିତ
ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ, ହରିଦ୍ୱାର ଆନୁକୂଲ୍ୟରେ ଓଡିଶାର ୟୁନିଟ୍-୯ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ଆପଦା ପ୍ରବନ୍ଧନର ଦର୍ଶନ ଓ…
Read More...
Read More...
ସଙ୍ଗିନୀ ତରଫରୁ ଶ୍ରାବଣ ସନ୍ଧ୍ୟା ପାଳିତ
ଭୁବନେଶ୍ୱର ,୩/୮(ଓଡ଼ିଆ ନ୍ୟୁଜ) ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଆଜି ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ ଓ କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।
କବିତା ଓ ସଙ୍ଗୀତ ର…
Read More...
Read More...
ଓଡ଼ିଶାର ରସଗୋଲା। ବିଜୟ ଉତ୍ସବ ପାଳିଲା ଏନ୍ ଓ୍ବାଇ ସି ଏ
ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ) ରସଗୋଲା କାହାର??..ଏମିିତି ଏକ ପ୍ରଶ୍ନ ଯେତେବେଳେ ୨୦୧୫ ମସିହାରେ ସାରା ଓଡିଶାବାସୀଙ୍କ ପାଇଁ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ସେତେବେଳେ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କଣ ଓଡିଶାର ଉତ୍ପତ୍ତି ନୁହଁ? ଏମିତି ଏକ ବିଷୟ…
Read More...
Read More...