banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ସବ । ନୃତ୍ୟ ଓ ସଂଗୀତ ପିଲାମାନଙ୍କର ଭାବନାକୁ ପରିପ୍ରକାଶ…

ଭୁବନେଶ୍ୱର,୨୦/୧୨(ଓଡ଼ିଆ ନ୍ୟୁଜ): ରାଜଧାନୀର ଅଗ୍ରଣୀ ନୃତ୍ୟ ଓ ସଂଗୀତ ଭିତ୍ତିକ ଅନୁଷ୍ଠାନ ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ôସବ ଇତି ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶୀ ରିଚର୍ସ ସେଣ୍ଟରର ଉତ୍କଳ ରଂଗମଞ୍ଚରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ…
Read More...

ବ୍ରିଜ ଅଫ ହୋପ ପକ୍ଷରୁ ଆଗୁଆ ଯୀଶୁଙ୍କ ଜନ୍ମଦିନ ପାଳନ ଓ କମ୍ବଳ ବଣ୍ଟନ।

ଭୁବନେଶ୍ୱର,୧୫ା୧୨(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ବିଡିଏ କଲୋନି ସ୍ଥିତ ସିୟନ ଶ୍ରମିକ ବସ୍ତି ଠାରେ ବ୍ରିଜ ଅପ ହୋଫ ତରଫରୁ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ଆଗୁଆ ପାଳନ କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଷ ବିଭାଗର ଉପ ସଚିବ ଭାସ୍କର ଚନ୍ଦ୍ର…
Read More...

ବ୍ରହ୍ମାକୁମାରୀଜ୍ ପଟିଆ ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୫/୧୨(ଓଡ଼ିଆ ନ୍ୟୁଜ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପଟିଆ ସେବା କେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ସହ ନବ ଯୁଗ ପରିବର୍ତକ ଶିଳ୍ପୀକା ପୂଜ୍ୟ ପିତାଶ୍ରୀ ବ୍ରହ୍ମା ବାବାଙ୍କର ୧୪୩ତମ ଜନ୍ମ ଦିବସ (ସାକାର ବାବା ଅବତରଣ ଦିବସ) ପଟିଆ ସେବା କେନ୍ଦ୍ର ପରିସରରେ…
Read More...

ନିଷ୍ଠା ଓ ପ୍ରଚେଷ୍ଟା ବଳରେ ଅସାଧ୍ୟକୁ ସାଧନ କରିହେବ । ନୃତ୍ୟ ମନ୍ଦିରର ଏକାଦଶ ବାର୍ଷିକ ଉତ୍ସବ ।

ଭୁବନେଶ୍ୱର, ୯/୧୨(ଓଡ଼ିଆ ନ୍ୟୁଜ) ଓଡିଶାର ଅଗ୍ରଣୀ ନୃତ୍ୟଭିିତ୍ତିକ ଅନୁଷ୍ଠାନ ନୃତ୍ୟ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଦେବବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର…
Read More...

ଅହିଂସା ବ୍ରହ୍ମଚର୍ଯ୍ୟା ପାଳନ କରିବାର ଆବଶ୍ୟକତା ରହିଛି। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୮।୧୨ (ଓଡ଼ିଆ ନ୍ୟୁଜ): ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିନ୍ଦୁ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ…
Read More...

ପୁରୁଣା ଭୁବନେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବ।

ଭୁବନେଶ୍ୱର, ୧୩।୧୧(ଓଡ଼ିଆ ନ୍ୟୁଜ):ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ଥିଲା। ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ…
Read More...

ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ।

ଭୁବନେଶ୍ୱର,୧୨.୧୧: ଅନ୍ୟାନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ସୁରକ୍ଷା’ ପକ୍ଷରୁ ୧୩ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ୧୧ ତାରିଖ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର…
Read More...

ଆସନ୍ତା କାଲିଠାରୁ ପଞ୍ଚୁକ ଆରମ୍ଭ। ଶ୍ରୀମନ୍ଦିର ରହିବ ଚଳଚଞ୍ଚଳ

ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ। ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ଏହି ବ୍ରତ ପାଳନ ଆରମ୍ଭ ହେଉଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦେବୋତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ…
Read More...

ଆଜି ପବିତ୍ର ଅଅଁଳା ନବମୀ। ରାଧା ପାଦ ଦର୍ଶନ କଲେ ଶୁଭଫଳ ମିଳେ।

ଭୁବନେଶ୍ୱର୫/୧୧(ଓଡ଼ିଆ ନ୍ୟୁଜ): ଆଜି ହେଉଛି ପବିତ୍ର ଅଅଁଳା ନବମୀ । ଅଅଁଳା ନବମୀରେ ଶ୍ରୀରାଧା ପାଦ ପଦ୍ମ ଦର୍ଶନର ପରମ୍ପରା ରହିଛି। ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ଅଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣୀ…
Read More...

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭୁବନେଶ୍ୱର,୩/୧୧(ଓଡ଼ିଆ ନ୍ୟୁଜ) ଭେଙ୍କଟେଶ୍ବର ଇ°ରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଗଣ-ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର…
Read More...