Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ସାହିତ୍ୟ ଓ ସଂସ୍କୃତି
୯୦ ଦଶକର ଚର୍ଚ୍ଚିତ ଯାତ୍ରା ନାୟିକା ମିନା ଏବେ ରଙ୍ଗ ମିସ୍ତ୍ରୀ
ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ମନୋରଞ୍ଜନର ସିଧାସଳଖ ମାଧ୍ୟମ ହେଉଛି ଯାତ୍ରା। ଗାଁ ହେଉ କି ସହର ରାତ୍ରିର ନିର୍ଜନତା ଭିତରେ ଭାସିଆସେ ଭିଲିଆନର ସେହି ଲୋମ ଟାଙ୍କୁରା ସ°ଳାପ ଏ ମୀନା ଖୂମ୍ପି ଦେଲୁ,ଭଲ କଲୁ, ତୋର ଏହି ଖୂମ୍ପାଟା ମୋ ଆଖିର ଲେନ୍ସ ଭିତରେ ଗୋଟିଏ ଗାର ହୋଇ ରହିଗଲା, ଆଜି ମୁଁ…
Read More...
Read More...
ଢାଓ୍ବାରେ ପ୍ରଭୁ ସୋମନାଥଙ୍କ ବିବାହ ଉତ୍ସବ ଓ ସିଡି ଉନ୍ମୋଚନ।
ଭୁବନେଶ୍ବର,୨୮।୫ (ଓଡ଼ିଆ ନ୍ୟୁଜ) ଭୁବନେଶ୍ବର ଉପକଣ୍ଠ ଢାୱା ଗ୍ରାମ ସ୍ଥିତ ପ୍ରଶିଦ୍ଧ ସୋମନାଥ ଦେବ ଶୈବ ପିଠରେ ବୁଧବାର ଶୀତଳଷଷ୍ଠୀ ଅବସରରେ ଶିବ ବିବାହ ଉତ୍ସବ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି।
କରୋନା ମହାମାରୀ ପ୍ରଭାବ ଦୃଷ୍ଟିରୁ କୌଣସି ବିଶେଷ ଆଡମ୍ବର କରାନଯାଇ ବିଧିରକ୍ଷା ପୂର୍ବକ…
Read More...
Read More...
ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି।
ଭୁବନେଶ୍ୱର,୨୫।୫(ବ୍ୟୁରୋ)-ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଲାଗି ସୋମବାର ଅନୁମତି ମିଳିଛି। ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ କେତେକ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ନୀତି ପାଳନ ହେବ। ବିନା ଶୋଭାଯାତ୍ରା ଓ ସାଜ ସଜ୍ଜାରେ ଶିବ ବିବାହ ସମ୍ପନ୍ନ ହେବ…
Read More...
Read More...
ଶ୍ରୀମନ୍ଦିର ଭିତରେ ଆଖିତୃତୀୟା, ରଥକାଠ ଅନୁକୂଳ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ।
ପୁରୀ,୨୬/୪(ଓଡ଼ିଆ ନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ଭିତରେ ଉତ୍କଳୀୟ ପରମ୍ପରା ରୀତିନୀତି ଅନୁସାରେ ଆଜି ବିଧି ମୁତାବକ ଅଖିମୁଠି ଅନୁକୂଳ କରାଯାଇଥିବା ବେଳେ ଘଡି ପତୁଲି ପୂଜା କରାଯାଇଛି ।
ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତରେ ରଥକାଠ…
Read More...
Read More...
ଶଙ୍କରାଚାର୍ଯ୍ୟଙ୍କ ସହ ପ୍ରଶାସନର ଆଲୋଚନା।
ପୁରୀ ,୨୩।୪: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସହ ମୁଖ୍ୟ…
Read More...
Read More...
ପୁରୀରେ ପହଞ୍ଚିଲା ରଥକାଠ।
ପୁରୀ , ୩୧ା୩ : ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୨୧ ଖଣ୍ଡ କାଠ ଆସିଛି। ଏଥିରେ ୨୦ ଫୁଟିଆ ଅସନ ୯ ଖଣ୍ଡ, ୧୨ ଫୁଟିଆ ଅସନ…
Read More...
Read More...
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶୀକା ହେଲେ ଡ ଭାଗ୍ୟଲିପି ମଲ୍ଲ।
ଭୁବନେଶ୍ୱର, ୩୧ା୩ (ଓଡ଼ିଆ ନ୍ୟୁଜ) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ମିଳିଛି। ସେ ରାଜ୍ୟ ସଂଗ୍ରହାଳୟ ସହ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିଭଳି…
Read More...
Read More...
ଲିଙ୍ଗରାଜଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରେ।
ଭୁବନେଶ୍ୱର, ୩୧ା୩ (ଓଡ଼ିଆ ନ୍ୟୁଜ) – ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଅନିଶ୍ଚିତତା ମଧ୍ୟରେ ରହିଛି। କରୋନା କଟକଣା ଓ ଲକ୍ଡାଉନ୍ ପାଇଁ ପ୍ରଶାସନ କୌଣସି ପରିସ୍ଥିତିରେ ରଥଯାତ୍ରା ପାଇଁ ରାଜି ହେଉ ନ ଥିବାବେଳେ…
Read More...
Read More...
ବନ୍ଦେ ଉତ୍କଳ ଜନନୀ କୁ ନେଇ ବିଧାନସଭାରେ ହଟଗୋଳ।
ଭୁବନେଶ୍ୱର, ୧୨।୩(ଓଡ଼ିଆ ନ୍ୟୁଜ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇ ନ ଥିବାରୁ ବିଭିନ୍ନ ସଭା ସମିତିରେ ମନଇଚ୍ଛା ଗାନ…
Read More...
Read More...
ଶତରୂପା ସାମ୍ବତ୍ସରିକ ସମାରୋହ ଓ ପ୍ରତିଭା ସମ୍ମାନ।
ଭୁବନେଶ୍ୱର ,୨/୩ (ଓଡ଼ିଆ ନ୍ୟୁଜ) : ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମୁଖ୍ୟ…
Read More...
Read More...