banner
Breaking
Yearly Archives

2020

ସବୁଜ ଓଡିଶା ଉପରେ ସିଆଇଆଇ ପକ୍ଷରୁ ୱେବିନାର

ଭୁବନେଶ୍ୱର,୨୦/୬(ଓଡ଼ିଆ ନ୍ୟୁଜ): କୋଭିଡ୍ ବର୍ତମାନ ଯେପରିଭାବେ ବଢିଚାଲିଛି ତାର ମୁକାବିଲା ନିମନ୍ତେ ସାରା ବିଶ୍ୱ ଚେଷ୍ଟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ କନଫେରେଡେସନ୍ ଅଫ୍ ଇିଆନ୍ ଇଷ୍ଟ୍ରିଜ୍ ଭୁବନେଶ୍ୱର ଚାପ୍ଟର, ଉଚ୍ଚ ପ୍ରଶାସନିକ ଅଧିକାରୀ, ନବୀକରଣୀୟ ଶକ୍ତି ଶିଳ୍ପ ଜଗତର…
Read More...

ରଥଯାତ୍ରା ସପକ୍ଷରେ କଣ କହିଲେ ଶଙ୍କରାଚାର୍ଯ୍ୟ ଜାଣନ୍ତୁ।

ପୁରୀ , ୨୧।୬(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର…
Read More...

ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି ୭ ପଜିଟିଭ ଚିହ୍ନଟ।

ଖୋର୍ଦ୍ଧା ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲୁଗାଁରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ସେ…
Read More...

ଦେଶରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ।

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୧୧,୭୭୩ରେ। ଏମାନଙ୍କ ମଧ୍ୟରୁ ୨,୨୮,୩୦୭ ଜଣ ସୁସ୍ଥ ହୋଇ…
Read More...

ଭୁବନେଶ୍ୱରରେ ବେଲଗାମ କରୋନା। ଆଗକୁ ବିସ୍ଫୋରଣ ଘଟିପାରେ।

ଭୁବନେଶ୍ୱର,୨୧।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ମାଡି ମାଡି ଚାଲିଛି। ପ୍ରଥମ ପର୍ଯ୍ୟାୟରେ କିଛି ଏରିଆ ଭିତରେ ସୀମିତ ଥିବା କରୋନା ଏବେ କଲୋନୀ,ଗାଁ, ବସ୍ତି ଚାରିଆଡେ ବ୍ୟାପିପାରେ ଲାଗିଲାଣି। ଗତ ୧୫ ଦିନ ଭିତରେ କ୍ରମାଗତ ଭାବରେ ୨୨ ଟି ସ୍ଥାନରେ କାୟା ବିସ୍ତାର କରିଛି। ବିଶେଷକରି…
Read More...

ଜଗତସିଂହପୁର ଜିଲ୍ଲାରେ ଆଜି ୨୯ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୨୧/୬(ଓଡ଼ିଆ ନ୍ୟୁଜ):ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ୍ରିଶତକ ଛୁଇଁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨୦୮ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ରାଜ୍ୟରେ ଆଜି ସର୍ବାଧିକ ୩୦୪ ପଜିଟିଭ ଚିହ୍ନଟ। ପୁଣି ଦୁଇଟି ମୁଣ୍ଡ ନେଲା କରୋନା।

ଭୁବନେଶ୍ବର,୨୧।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ…
Read More...

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି।

ଭୁବଶ୍ବେର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି ଯେ କୋଭିଡ୍‌ ମୁକାବିଲାର ନୂତନ ରଣକୌଶଳର ଅଂଶସ୍ୱରୂପ ପ୍ରତି ପଞ୍ଚାୟତରେ ‘କୋଭିଡ୍‌ କେୟାର ହୋମ୍‌ ଫାସିଲିଟି’ର ବ୍ୟବସ୍ଥା କରାଯାଉଛି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ। ଏହା…
Read More...

ରଥଯାତ୍ରା ଅନୁଷ୍ଠିତ ହେବାପାଇଁ ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା।

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଜୁନ ୧୮ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି। ମନ୍ଦିର ଭିତରେ…
Read More...

ରାଜ୍ୟ ପାଇଁ ଖୁସି ଖବର।ଆଜି୨୩୭ ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର,୨୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା…
Read More...