banner
Breaking
Yearly Archives

2020

ରାଜ୍ୟରେ ଆଜି ସର୍ବାଧିକ ୧୯୭୭ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୯୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦କୁ ବୃଦ୍ଧି ପାଇଛି ।…
Read More...

ମାଟ୍ରିକ ଟପରଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ।

ଭୁବନେଶ୍ୱର,୧୩/୮(ଓଡ଼ିଆ ନ୍ୟୁଜ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଆଇ ଆର ସି ଭିଲେଜ ହାଇସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ଅପର୍ଣ୍ଣା ମହାରଣା(୯୦%) ଓ ଜଗବନ୍ଧୁ ମହାରଣା ୯୨% ରୁ ଉର୍ଦ୍ଧ୍ବ ନମ୍ବର ରଖି ଟପର ହୋଇଛନ୍ତି। ସୁବିଧା ଅସୁବିଧାରେ ଓ…
Read More...

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ ପାଳିତ।

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଛି ।ଏହି ଅବସରରେ ନନ୍ଦନକାନନ ଜୀବ ବିଜ୍ଞାନର ନିର୍ଦେଶକ ଶ୍ରୀ ଶଶି ପାଉଲ୍ ଚାରି ଜଣ ମାହୁନ୍ତ ଓ ତିନି ଜଣ କର୍ମଚାରୀଙ୍କୁ ତାଙ୍କ ଉତ୍କଷ ସେବା ଏବଂ ଉପଯୁକ୍ତ ଭାବେ ହସ୍ତୀମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଉପହାର ଓ…
Read More...

ୟୁଥ କ୍ଲବ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ।

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ):ସମଗ୍ର ବିଶ୍ୱ ଆଜି କରୋନା ମହାମାରୀରେ କବଳିତ,ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗକୁ ବାହାରିଛି ୟୁଥ କ୍ଲବ। ଗତ କାଲି ଜଗତସିଂହପୁର ସହର ସ୍ଥିତ ୟୁଥ କ୍ଲବ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସମୁଖରେ ଜଗତସିଂହପୁର ଥାନା…
Read More...

ଅଧାପନ୍ତରିଆ ରାସ୍ତାକାମ ବଢୁଛି ଦୁର୍ଘଟଣା।

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ସଡକଯୋଜନାରେ ନିର୍ମିତ ସଅଁରା-ଧୂଆଁପାରୀ ରାସ୍ଥାରେ ଅନିୟମତା ହୋଇଥିବାର ଅଭିଯୋଗ ଆସିଛି।ଏହି ରାସ୍ତାର ପିଚୁ କାମ ସମ୍ପୂର୍ଣ ହୋଇନଥିବା ବେଳେ ଦୁଇ ମାସ ତଳେ…
Read More...

ରାଜ୍ୟରେ ଆଜି ପୁଣି ୧୯୮୧ ପଜିଟିଭ ଚିହ୍ନଟ ୯ ମୃତ।

ଭୁବନେଶ୍ୱର,୧୩/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ…
Read More...

ବୁଧବାର ରାଜ୍ୟରେ ପୁଣି ୧୮୭୬ ପଜିଟିଭ ଚିହ୍ନଟ ୯ ମୃତ।

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ବୁଧବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ଟାଟା ସ୍କାଏ ଏହାର ୧୪ ତମ ବାର୍ଷିକୀ ପାଳନ ଅବସରରେ ସ୍ମୃତି ବହୁଳ ଭିଡ଼ିଓ ଜାରି କଲା।

ଭୁବନେଶ୍ୱର,୧୨/୮(ଓଡ଼ିଆ ନ୍ୟୁଜ): ଅଗ୍ରଣୀ ଡିଟିଏଚ୍ ସେବା ପ୍ରଦାନକାରୀ କମ୍ପାନୀ ଟାଟା ସ୍କାଏ ପକ୍ଷରୁ ଅଗଷ୍ଟ ୮ରେ ଏହାର ୧୪ତମ ବର୍ଷ ପାଳନ ଅବସରରେ ଏକ ସ୍ମୃତି ବହୁଳ ଭିଡ଼ିଓ ‘୧୪ ଇୟରର୍ସ ଅଫ୍ ଜିଙ୍ଗାଲାଲା ଜର୍ଣ୍ଣି’ ଜାରି କରାଯାଇଛି । ଏଥିରେ ୧୪ ଜଣ ଗ୍ରାହକ ଟାଟା ସ୍କାଏ ସହିତ ଜଡ଼ିତ…
Read More...

ସେପ୍ଟେମ୍ବର ୯ ରୁ ୧୫ ଓଜେଇଇ ପରୀକ୍ଷା।

ଭୁବନେଶ୍ବର,୧୧/୮(ଓଡ଼ିଆ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୯ ରୁ ୧୫ ଯାଏ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ୧୬ଟି ଜିଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜର ଅଧ୍ୟକ୍ଷମାନଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପତ୍ର ଲେଖି ଜଣାଇଛି। ଓଜେଇଇ ଓ ଟିସିଏର ଅଧିକାରୀ ଏ…
Read More...

ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ।

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଯାଇଛି। ଆବାସିକ ସଙ୍ଘର ମୁଖ୍ୟ ଉପଦେଷ୍ଟା ତଥ ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ବିନା…
Read More...