banner
Breaking

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ ପାଳିତ।

0

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଛି ।ଏହି ଅବସରରେ ନନ୍ଦନକାନନ ଜୀବ ବିଜ୍ଞାନର ନିର୍ଦେଶକ ଶ୍ରୀ ଶଶି ପାଉଲ୍ ଚାରି ଜଣ ମାହୁନ୍ତ ଓ ତିନି ଜଣ କର୍ମଚାରୀଙ୍କୁ ତାଙ୍କ ଉତ୍କଷ ସେବା ଏବଂ ଉପଯୁକ୍ତ ଭାବେ ହସ୍ତୀମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଉପହାର ଓ ଅର୍ଥରାଶି ପୁରସ୍କାର ରୂପେ ପ୍ରଦାନ କରିଥିଲେ ।ଏଥିସହ ଅନଲାଇନ ଯୋଗେ ଅନୁଷ୍ଠିତ ହୋଇଥିବା ଚିତ୍ରକଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦେଶକ ବିମଲ ପ୍ରସନ୍ନ ଆଚାର୍ଯ୍ୟ,ଡ଼ ଶିବ ପ୍ରସାଦ ପରିଡା, ଡ଼ ରାଜେଶ କୁମାର ମହାପାତ୍ର, ଶ୍ରୀ ମିଲନ ପଣ୍ଡା,ଶ୍ରୀ ଅମୁଲ୍ୟ କୁମାର ପରିଡା ଓ ଅନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.