banner
Breaking
Yearly Archives

2020

ବନ୍ୟା ମୁକାବିଲା ପାଇଁ ଛଅ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୨୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୬ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି। ଯେପରି ଭାବେ ମମ୍ଭାବ୍ୟ ବନ୍ୟ ପ୍ରଭାବରେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାକୃତିକ…
Read More...

ରାଜ୍ୟରେ ଆଜି ପୁଣି ୩୨୫୨ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ୱର,୨୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୬୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦କୁ…
Read More...

ପାଟେଣିଗାଓଁ ଗ୍ରାମରେ ଡ୍ରେନ ସଫେଇ ।

ଜଗତସିଂହପୁର,୨୮/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣିଗାଓଁ ଅଞ୍ଚଳରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଡ୍ରେନ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି।ଏଥିରେ ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ସାରଦା ପ୍ରସାଦ ମହାନ୍ତି, ସାରଦେଇ ୟୁପି ସ୍କୁଲ୍ ସଭାପତି ରବିନାରାୟଣ ଭୋଇ , ସଞ୍ଜୟ…
Read More...

ମିଲ୍କମନ୍ତ୍ରା ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ।

ଜଗତସିଂହପୁର,୨୮/୮(ଓଡ଼ିଆ ନ୍ୟୁଜ): ପାଟେଣିଗାଓଁ ସ୍ମୁତି ବିଦ୍ୟାପୀଠ ଖେଳ ପଡିଆ ଠାରେ ମିଲ୍କମନ୍ତ୍ରା ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ବିଜୟ ସାହୁଙ୍କ ନେତୃତ୍ୱରେ ସୁରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାରଦା…
Read More...

ରାଜ୍ୟରେ ଆଜି ପୁଣି ୩୬୮୨ ପଜିଟିଭ ଚିହ୍ନଟ ଓ ୮ ମୃତ।

ଭୁବନେଶ୍ୱର,୨୮/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ସର୍ବାଧିକ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୯୪,୬୬୮କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଗ୍ରହଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସରସ,ସୁନ୍ଦର କରି ରହିବ। ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡି…
Read More...

ମୃତ୍ୟୁର ମରଣଯନ୍ତା ପାଲଟିଛି ନାଲକୋ ଛକ। ଚାରି ଛକରେ ଚାଲିଗଲା ୪ ଜୀବନ।

ଭୁବନେଶ୍ୱର,୨୭/୮(ବ୍ୟୁରୋ): ଚନ୍ଦ୍ରଶେଖରପୁରର ପ୍ରମୁଖ ଟ୍ରାଫିକ ଛକ କୁହାଯାଉଥିବା ନାଲକୋ ବା କଳିଙ୍ଗ ହସ୍ପିଟାଲ ଛକ ପାଲଟିଛି ମୃତ୍ୟୁର ମରଣଯନ୍ତା।ଏହି ଚାରି ଛକରେ ସଡକ ଦୁର୍ଘଟଣାରେ ଗଲାଣି କାହିଁ କେତେ ଜୀବନ। ବୁଧବାର ରାତି ଅଧରେ ଆଚାର୍ଯ୍ୟ ବିହାର ପଟୁ ସୈନିକ ସ୍କୁଲ ହୋଇ ଆସୁଥିବା କାର…
Read More...

ରାଜ୍ୟରେ ଆଜି ପୁଣି ୩୩୮୪ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୨୫୬ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦…
Read More...

୮ ନମ୍ବର ୱାର୍ଡରେ ମନୋଜ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୬/୮(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନୂତନ ଟିମ୍ ଗଠନ କରିଛନ୍ତି । ଏହି କ୍ରମରେ ୮ ନମ୍ବର ୱାର୍ଡର ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କୁ ଜିଲ୍ଲା ସାଧାରଣ…
Read More...

ମହାମାରୀ ଲଢେଇରେ ଆତ୍ମସନ୍ତୋଷ ସବୁଠାରୁ ବଡ ଶତ୍ରୁ ସବୁବେଳେ ସତର୍କ ରୁହନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୬/୮(ଓଡ଼ିଆ ନ୍ୟୁଜ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି…
Read More...