banner
Breaking

ପାଟେଣିଗାଓଁ ଗ୍ରାମରେ ଡ୍ରେନ ସଫେଇ ।

0

ଜଗତସିଂହପୁର,୨୮/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣିଗାଓଁ ଅଞ୍ଚଳରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଡ୍ରେନ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି।ଏଥିରେ ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ସାରଦା ପ୍ରସାଦ ମହାନ୍ତି, ସାରଦେଇ ୟୁପି ସ୍କୁଲ୍ ସଭାପତି ରବିନାରାୟଣ ଭୋଇ , ସଞ୍ଜୟ କାଣ୍ଡି, ବିଶ୍ଵନାଥ ମଲିକ, ସୁରେଶ ସାହୁ, ଗୌତମ ଭୋଇ, ଅମିତ ଭୋଇ, ମନୋଜ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.