banner
Breaking

ମିଲ୍କମନ୍ତ୍ରା ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ।

0

ଜଗତସିଂହପୁର,୨୮/୮(ଓଡ଼ିଆ ନ୍ୟୁଜ): ପାଟେଣିଗାଓଁ ସ୍ମୁତି ବିଦ୍ୟାପୀଠ ଖେଳ ପଡିଆ ଠାରେ ମିଲ୍କମନ୍ତ୍ରା ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ବିଜୟ ସାହୁଙ୍କ ନେତୃତ୍ୱରେ ସୁରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାରଦା ପ୍ରସାଦ ମହାନ୍ତି, ରବିନାରାୟଣ ଭୋଇ ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.