banner
Breaking
Yearly Archives

2020

ପୁଣି ୭ ପଜିଟିଭ୍। ୬୮ ଛୁଇଁଲା ଆକ୍ରାନ୍ତଙ୍କ ସ°ଖ୍ୟା।

ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ଦୁଇ ଦିନ ଧରି ଅପରିବର୍ତ୍ତିତ ରହିଥିବାବେଳେ ଆଜି ଆଉ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ରେ ପହଂଚିଛି। ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା…
Read More...

କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପର ରଣନୀତି।

ଭୁବନେଶ୍ୱର,୧୯ା୪(ଓଡ଼ିଆ ନ୍ୟୁଜ) : ବର୍ତମାନ ସାରା ବିଶ୍ବ କରୋନା ସହ ଲଢ଼ୁଛି । ୧୦ ଦିନ ମଧ୍ୟରେ ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦୦ ହେଲାଣି । ମାତ୍ର…
Read More...

କରୋନା ପାଇଁ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭୁବନେଶ୍ୱର,୧୭।୪(ଓଡ଼ିଆ ନ୍ୟୁଜ): ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି। କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ନିୟମ ଉଲ୍ଲଘଂନ କଲେ ଏଥର କଡା କାର୍ଯ୍ୟାନୁଷ୍ଠାନ। ପୋଲିସକୁ ମିଳିଲା ପାଓ୍ବାର।

ଭୁବନେଶ୍ୱର,୧୭।୪(ଓଡ଼ିଆ ନ୍ୟୁଜ) : ଆମାନିଆ ମାନଙ୍କୁ ନିସ୍ତାର ନାହିଁ।ବାଦ ପଡିବେନି ସରକାରୀ କର୍ମଚାରୀ।ଯିଏ ନିୟମ ଉଲ୍ଲଙ୍ଘନ କରିବ ହେବ କଡା କାର୍ଯ୍ୟାନୁଷ୍ଠାନ। କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା…
Read More...

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ସ୍ବଭାବିକ କରିବା ପାଇଁ ପଦକ୍ଷେପ ନେଲେ ମନ୍ତ୍ରୀ ଅରୁଣ ସାହୁ।

ଭୁବନେଶ୍ୱର,୧୭/୪(ଓଡ଼ିଆ ନ୍ୟୁଜ): କରୋନା ଭୟରେ ଲୋକମାନେ ମାଛ କୁକୁଡ଼ା ମାଂସ ଓ ଅଣ୍ଡା ଠାରୁ ଦୁରେଇ ଯାଇଥିଲେ।ଫଳରେ କୁକୁଡ଼ା ଗୋଟି ୧୦ ଟଙ୍କାରେ ବିକି ଚାଷୀମାନେ ତଳି ତଳାନ୍ତ ହୋଇଯାଇଥିଲେ। ଏତିକିବେଳେ ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଲୋକଙ୍କ ଭ୍ରାନ୍ତ ଧାରଣା ଦୁର କରିବାରୁ ସ°ପୃକ୍ତ…
Read More...

ହାରିବ କରୋନା ଜିତିବ ଓଡିଶା। ଆଉ ଦୁଇ ସୁସ୍ଥ।

ଭୁବନେଶ୍ବର : ହାରିବ କରୋନା ଜିତିବ ଓଡିଶା। ଏ ନାରା ଧିରେ ଧିରେ ସତ୍ୟତା ଆଡକୁ ଅଗ୍ରସର ହେଉଛି। କାରଣ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ୨୧ ଜଣ ସୁସ୍ଥ ହେଲେଣି ଅନ୍ୟ ମାନଙ୍କ ଅବସ୍ଥା ପ୍ରାୟ ଭଲ ଅଛି। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଆଉ…
Read More...

ଆସନ୍ତା କାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ।

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା କାଲି (ଏପ୍ରିଲ ୧୭) ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାଦ…
Read More...

ଶୁଣା କଥାକୁ ବିଶ୍ୱାସ ନକରି ସଚେତନ ରୁହନ୍ତୁ-ବାଗଚୀ

ଭୁବନେଶ୍ବର ,୧୫/୪ (ଓଡ଼ିଆ ନ୍ୟୁଜ) : ବୁଧବାର  ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। କରୋନାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବିଶେଷକରି ୧୨ଟି କୋଭିଡ…
Read More...

କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ।

ଭୁବନେଶ୍ବର (ବ୍ୟୁରୋ) : କରୋନା ପ୍ରଭାବ ଶେଷ ପରେ ଭାରତ ବିଶ୍ବର ଅନ୍ୟତମ ମହାଶକ୍ତି ଭାବରେ ଉଭା ହେବ । ଏପରିକି ରୁଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଦେଶର ଜିଡ଼ିପି ଠାରୁ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ । ଭାରତ ଓ ଚୀନ ମଧ୍ୟରେ ତୀବ୍ର ଆର୍ଥନୀତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ବାଜି…
Read More...

ସରପଞ୍ଚଙ୍କ ଆହ୍ବାନ ଜିତିବ ଓଡିଶା ହାରିବ କରୋନା।କକଲାରାହାଙ୍ଗ ଗାଁରେ କରୋନା ସଚେତନତା ଏବଂ ଲୋକଙ୍କ ସ୍ବାସ୍ଥ୍ୟ…

ଭୁବନେଶ୍ୱର,୧୫/୪(ଓଡ଼ିଆ ନ୍ୟୁଜ):ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗ ଗ୍ରାମରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ସରପଞ୍ଚ ପଙ୍କଜିନୀ ଦଳପତି ଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷକ ଦଳ ଘର ଘର ବୁଲି ଲୋକଙ୍କୁ…
Read More...