banner
Breaking
Yearly Archives

2019

ମମତାଙ୍କ ଘମଣ୍ଡ ଭାଙ୍ଗିଗଲା। ଭେଟିଲେ ମୋଦିଙ୍କୁ

ନୂଆଦିଲ୍ଲୀ, ୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ୍‌କାରରେ ମମତା ମୋଦିଙ୍କୁ କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି। ଏଥିସହ ସେ ମୋଦିଙ୍କୁ ପଶ୍ଚିମବଙ୍ଗ ଯିବା ପାଇଁ…
Read More...

ନନ୍ଦନକାନନରେ ବାରସିଙ୍ଘ ଶାବକ ଜନ୍ମ।

ଭୁବନେଶ୍ବର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ନମ୍ବର ଖୁଆଡରେ ରହୁଥିବା ମାଈ ବାରସିଙ୍ଘା ସୋମବାର ଗୋଟିଏ ଶାବକ ଜନ୍ମ ଦେଇଛି । ଏହି ଶାବକଟି ଜନ୍ମହେବାପରେ ସେମାନଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତହିଁ ମଧ୍ୟରୁ ୬ ଅଣ୍ଡିରା ୪ ଟି ମାଈ ଓ ନବଯାତ ଶାବକଟିର ଲିଙ୍ଗ ଚିହ୍ନଟ ହୋଇନାହିଁ । ତେବେ…
Read More...

ଭୁବନେଶ୍ୱର ଷ୍ଟେସନର ଚେହେରା ବଦଳିବ। ସ୍ବାକ୍ଷରିତ ହେଲା ଏମ ଓ ୟୁ।

ଭୁବନେଶ୍ୱର,୧୯ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ ଓ ୟୁ ସ୍ୱାକ୍ଷରିତ ହୋଇଛି । ଏହି ସମୟରେ ଭିସିରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । MOU…
Read More...

ବିଜେଡିକୁ ଫେରିଲେ ପ୍ରୀତିନନ୍ଦା । ଆରମ୍ଭ କଲେ ସଦସ୍ୟ ସ°ଗ୍ରହ ଅଭିଯାନ।

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) ବିଜେଡିକୁ ଫେରିଲେ ପ୍ରୀତିନନ୍ଦା ରାଉତରାୟ । ଗତ ବିଧାନସଭା ନିର୍ବାଚନରେ ପ୍ରୀତିନନ୍ଦା ଇସ୍ତଫା ଦେଇଥିଲେ। ସେହିଦିନଠାରୁ ସେ କୈଣସି ଦଳରେ ସାମିଲ ନହୋଇ ନିରବତା ରକ୍ଷା କରିଥିଲେ।ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ତାଙ୍କୁ ବାନ୍ଧି ରଖିଥିଲା।ଶେଷରେ ସବୁ ଅନ୍ତ…
Read More...

ସିବିଆଇ ଦ୍ୱାରା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ୱର,୧୯/୯(ବ୍ୟୁରୋ) : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ…
Read More...

ଭୁବନେଶ୍ୱରରେ ସମସ୍ତ ସ୍କୁଲର ସମୟ ପରିବର୍ତନ।

ଭୁବନେଶ୍ୱର,୧୮ା୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲର ସମୟ ବଦଳିଛି । ଦିନ ୯ଟା ୩୦ରୁ ୪ଟା ୩୦ ଯାଏ ସ୍କୁଲରେ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପାଠ ପଢାଇବେ । ଛାତ୍ରଛାତ୍ରୀ ମାନଙ୍କର ସମ୍ପୁର୍ଣ୍ଣ ଯତ୍ନ ନେବେ। ସବୁ ଶ୍ରେଣୀ ଗୃହରେ ମ୍ୟାଟ ପଡ଼ିବା ସହ ପିଲାଙ୍କୁ ଫିଲଟର ପାଣି…
Read More...

ଡ୍ରାଇଭି° ଲାଇସେନ୍ସ ପାଇଁ ଭୁବନେଶ୍ବରରେ ଖୋଲିଲା ତିନୋଟି ନୂଆ ସେଣ୍ଟର।

ଭୁବନେଶ୍ବର,୧୭/୯(ଓଡ଼ିଆ ନ୍ୟୁଜ): ପରିବହନ ଆୟୁକ୍ତଙ୍କ ପକ୍ଷରୁ ଭୁବନେଶ୍ବରର ବିଏମସି କାର୍ଯ୍ୟାଳୟ କଳ୍ପନା, ବିଏମସି ଓ୍ବାଡ କାର୍ଯ୍ୟାଳୟ ସହୀଦ ନଗର ଓ ବିଏମସି ଜୋନ୍ କାର୍ଯ୍ୟାଳୟ ନାଲକୋ ଛକ ଠାରେ ତିନୋଟି ଡ୍ରାଇଭି° ଲାଇସେନ୍ସ ଆବେଦନ କେନ୍ଦ୍ର ଖୋଲାଯାଇଛି। ଏହା ୧୮ ତାରିଖରୁ୨୧ ତାରିଖ…
Read More...

ଅତ୍ୟାଧୁନିକ ଶୈଳୀରେ ପାଳିତ ହେଲା ନିଫ୍ଟ କନଭେନସନ୍। ପ୍ଲାଷ୍ଟିକ ବର୍ଜନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ…

ଭୁବନେଶ୍ୱର,୧୭/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରସ୍ଥିତ କିମ୍ସ ଅଡିଟରିୟମ୍ ଠାରେ ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ତରଫରୁ ଏକ ଉଲ୍ଲାସମୁଖର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ୨୦୧୯ ବ୍ୟାଚର ୧୮୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ…
Read More...

ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ ଓ ଅବ୍ୟବହୃତ ସ୍ଥାନ ଗୁଡ଼ିକ ଜନସାଧାରଣଙ୍କ ସେବାରେ…

ଭୁବନେଶ୍ୱର ,୧୬/୯ (ଓଡ଼ିଆ ନ୍ୟୁଜ) ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇ…
Read More...

୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ଜଣେ ଆହତ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସି°ବୋର୍ଡ କଲୋନିରେ ଛାତ ଉପରେ କାମକରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶ ରେ ଆସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର…
Read More...