banner
Breaking
Browsing Category

Uncategorized

ବାଦାମବାଡିର ଇଲୋଟ୍ରୋନିକ ଗୋଦାମରେ ଲାଗିଲା ନିଆଁ।

କଟକ,୨୩/୧(ବ୍ୟୁରୋ): ବାଦାମବାଡିରେ ଥିବା ଏକ ଇଲୋକଟ୍ରୋନିକ ଗୋଦାମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ଲକ୍ଷାଧି୍ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇଁ ଅଗ୍ନିଶମ…
Read More...

କମୁଛି ଶୀତ, ଫେବୃଆରୀ ମାସରୁ ତାତି।

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଶୀତର ପ୍ରକୋପ ହ୍ରାସ ପାଇ ଯାଇଛି। ସର୍ବନିମ୍ନ ତାପମାତ୍ରା ୧୨ରୁ ୧୮ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଜାନୁୟାରୀ ଶେଷ ନ ହେଉଣୁ ଗରମର ଆଭାସ ମିଳିଲାଣି। ଫେବୃୟାରୀ ମାସରୁ ପ୍ରବଳ ଖରା ହନ୍ତସନ୍ତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଆଣ୍ଟି…
Read More...

ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ମାୟୋପିଆ ସଚେତନତା ପାଇଁ ‘ମାଇଁସାଇକ୍ଲୋଥନ୍‌’ ଅନୁଷ୍ଠିତ।

ଭୁବନେଶ୍ୱର,୧୯।୧(ଓଡ଼ିଆ ନ୍ୟୁଜ): ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌(ଏଲ୍‌ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ୍‌’-ବେଟର ହେଲ୍‌ଥ, ବେଟର ସାଇଟ୍ ନାଁ ରେ ଏକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ ଆଶାନୁରୂପ ସୁଫଳ…
Read More...

କଟକରେ ଡବଲ ମର୍ଡର।

କଟକ,୧୩/୧୨:(ବ୍ୟୁରୋ) କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଏକ ଘରୁ ରକ୍ତ ଜୁଡୁବୁଡୁ ଅସବସ୍ଥାରେ ଦମ୍ପତିଙ୍କ ମୃତଦେହକୁ ଜବତ କରିଛି। କୌଣସି ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା…
Read More...

ମାତ୍ରାଧିକ ଜଙ୍କଫୁଡ ଖାଇଲେ ସ୍ତନ କର୍କଟ ସମ୍ଭାବନା ଅଧିକ।ସ୍ପର୍ଶ ହସ୍ପିଟାଲରେ ବିଶ୍ୱ ସ୍ତନ କର୍କଟ ସଚେତନତା ଦିବସ…

ଭୁବନେଶ୍ବର,୨୯/୧୦(ଓଡ଼ିଆ ନ୍ୟୁଜ):ବିଶ୍ୱ ସ୍ତନ କର୍କଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ହେଟ୍ରୋ ହେଲଥ୍ କେୟାର୍ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନର ମିଳିତ ସହଯୋଗରେ ସ୍ତନ କର୍କଟ ଦିବସ ସ୍ପର୍ଶ ହସ୍ପିଟାଲରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି ।…
Read More...

ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୯/୧୦(ଓଡ଼ିଆ ନ୍ୟୁଜ) : ସ୍ଥାନୀୟ ବିଜେବି ସ୍ୱୟଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ତରଫରୁ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିଭାଗୀୟ ମୁଖ୍ୟ ଡ. ନିହାରିକା ଦାସ ଛାତ୍ରଛାତ୍ରୀମାନଙ୍କୁ ଦର୍ଶନଶାସ୍ତ୍ରର ଜୀବନୀ ଉପରେ…
Read More...

ଭାରତର ପ୍ରଥମ ଦୃଷ୍ଟିହୀନ ଆଇଏଏସ୍ ହେଲେ କଲେକ୍ଟର।

ଥିରୁଭାନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର। ଏବେ ସେ ଥିରୁଭାନ୍ତପୁରମର ସବ୍‌…
Read More...

ଓଡିଶା ବିଧାନସଭା ହେବ ନବକଳେବର। କମ୍ପୁଟର ଓ ଲାପଟପରେ ଚାଲିବ ପ୍ରଶ୍ନ ଉତ୍ତର। ବିଧାୟକ ପଢିବେ ପାଠ।

ଭୁବନେଶ୍ୱର, ୯ା୧୦(ଓଡ଼ିଆ ନ୍ୟୁଜ): ଡିଜିଟାଲ ହେବ ବିଧାନସଭା। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବ୍ୟବହାର ହେବନାହିଁ କାଗଜପତ୍ର ସବୁ ହେବ କମ୍ପୁଟର ଓ ଲାପଟପରେ ସେଥିପାଇଁ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ। ବିଧାନସଭା କାର୍ଯ୍ୟକାଳ ସମୟରେ ସମସ୍ତେ କମ୍ପୁଟର ବା ଲାପଟପରେ ପ୍ରଶ୍ନ ଉତ୍ତର…
Read More...

ବାୟୁସେନା ଦିବସରେ ଅଭିନନ୍ଦନ ବର୍ତ୍ତମାନ ସମ୍ମାନିତ।

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍‌କୁ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିଛି। କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌…
Read More...