Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
Uncategorized
ରୋଗକୁ ଘୃଣା କର ରୋଗୀକୁ ନୁହେଁ। ଚନ୍ଦ୍ରଶେଖରପୁରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ।
ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...
Read More...
କରୋନା ଓ ବାତ୍ୟା ଅମ୍ଫାନ ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ।
ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆଜି ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରେ କରୋନା ଓ ବାତ୍ୟା ଅମ୍ଫାନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ…
Read More...
Read More...
ଜୁଲାଇ ୧ ରୁ ସିବିଏସଇ ପରୀକ୍ଷା। କେଉଁ ଦିନ କଣ ପଢନ୍ତୁ।
ନୂଆଦିଲ୍ଲୀ,୧୮/୫(ଓଡ଼ିଆ ନ୍ୟୁଜ): ସିବିଏସଇ ବୋର୍ଡର ବାକିଥିବା ଦଶମ ପରୀକ୍ଷା ଆରମ୍ଭ ହେବ। ତୁଲାଇ ୧ ରୁ ଆରମ୍ଭ ହୋଇ ୧୫ ମଧ୍ୟରେ ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଯାଏ ପରୀକ୍ଷା ହେବ । ୧୦ଟା ୧୫ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର…
Read More...
Read More...
ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ। ପୁଣି ଗ୍ରୀନ ଜୋନକୁ ଫେରିପାରେ ଜଗତସିଂହପୁର।
ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ…
Read More...
Read More...
କୁଜଙ୍ଗ ଯୁବ ସମାଜ ତରଫରୁ ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।
ଜଗତସିଂହପୁର,୧୭/୫(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ଗରିବ ଅସହାୟ ଲୋକମାନଙ୍କର କାମଧନ୍ଦା ସବୁ ବନ୍ଦ ହୋଇଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦୀପ ନିର୍ବାଚନମଣ୍ଡଳୀର ଯୁବ…
Read More...
Read More...
କରୋନା ପାଇଁ ପ୍ରଥମରୁ ଅଷ୍ଟମ ସବୁ ପାସ୍।
ଭୁବନେଶ୍ବର,୧୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ । କରୋନା ସ୍ଥିତି ନେଇ ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
Read More...
Read More...
ଏଲପି ଟିମ୍ ପକ୍ଷରୁ ମନ୍ଦିର ପୂଜକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।
ଭୁବନେଶ୍ୱର, ୧୫/୫(ଓଡ଼ିଆ ନ୍ୟୁଜ): ମଣିଷ ଦୁଃଖ କଷ୍ଟରେ ପଡିଲେ ଦୈାଡିଯାଏ ମନ୍ଦିରକୁ ଭଗବାନଙ୍କୁ ଗୁହାରୀ କରିବାକୁ । ସେଠାର ପୂଜକଟିଏ ମନ୍ତ୍ର ପଢ଼ି ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ କରିଥାଏ । ଆମର ଦୁଃଖ ଲାଘବ ହୋଇଥାଏ । ଭକ୍ତମାନେ ଦେଉଥିବା ଦକ୍ଷିଣା ପୂଜକ ମାନଙ୍କର ସମ୍ପତ୍ତି। ଆଜି କରୋନା…
Read More...
Read More...
ସମୁଦ୍ରରେ ବାତ୍ୟା ଗୋଟାଉଛି ବଳ। ହୋଇପାରେ ଭୟଙ୍କର
ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ସମୁଦ୍ର ମଧ୍ୟରେ ଅଧିକ ସମୟ ରହୁଥିବାରୁ ବାତ୍ୟା ଆହୁରି ଅଧିକ ବଳ ଗୋଟାଇ…
Read More...
Read More...
ଆଜିଠୁ ଗଡିଲା ମୋ ବସ।
ଭୁବନେଶ୍ଵର,୧୪/୪(ଓଡ଼ିଆ ନ୍ୟୁଜ) : ଓଡିଶା ବହାରୁ ଆସୁଥିବା ପ୍ରବାସୀଙ୍କ ସହାୟତା ପାଇଁ ଆଜିଠୁ ଗଡିଛି ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ଏବଂ ଭୁବନେଶ୍ଵର ରେଳ ଷ୍ଟେସନରୁ ମୋ ବସ ସେବା ଆରମ୍ଭ କରାଯାଇଛି । ଭୁବନେଶ୍ୱର…
Read More...
Read More...
ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ କରୋନା ପରୀକ୍ଷା କରିବ ବିଏମସି।
ଭୁବନେଶ୍ୱର, ୧୨/୫(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଉ ପାଦେ ଆଗେଇଛି। ଚଳିତ ମାସ ଏବଂ ଜୁନ୍ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରର ସମସ୍ତ ୬୭ ଓ୍ବାର୍ଡରେ ପର୍ଯ୍ୟାୟକ୍ରମେ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା…
Read More...
Read More...