banner
Breaking

ଜୁଲାଇ ୧ ରୁ ସିବିଏସଇ ପରୀକ୍ଷା। କେଉଁ ଦିନ କଣ ପଢନ୍ତୁ।

0

ନୂଆଦିଲ୍ଲୀ,୧୮/୫(ଓଡ଼ିଆ ନ୍ୟୁଜ): ସିବିଏସଇ ବୋର୍ଡର ବାକିଥିବା ଦଶମ ପରୀକ୍ଷା ଆରମ୍ଭ ହେବ। ତୁଲାଇ ୧ ରୁ ଆରମ୍ଭ ହୋଇ ୧୫ ମଧ୍ୟରେ ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଯାଏ ପରୀକ୍ଷା ହେବ । ୧୦ଟା ୧୫ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଦିଆଯିବ । ପରୀକ୍ଷାର୍ଥୀମାନେ ମାସ୍କ ପିନ୍ଧି ଓ ସାନିଟାଇଜର ଧରି ଗୃହକୁ ଆସିବେ । ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷା ତାରିଖ ସିଟ୍ ଜାରି କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.