banner
Breaking
Browsing Category

Uncategorized

ଭୁବନେଶ୍ୱରରୁ ଆଜି ୯ ପଜିଟିଭ ଚିହ୍ନଟ ଓ ୧୦ ସୁସ୍ଥ।

ଭୁବନେଶ୍ୱର,୨୭ା୬(ଓଡ଼ିଆ ନ୍ୟୁଜ) : ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…
Read More...

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

ଜଗତସିଂହପୁର,୨୭/୬(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ବିଧାୟକ ,ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ବିଷ୍ଣୁଚରଣ ଦାସଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ପୁନଙ୍ଗ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସଭାପତି ସୁଜିତ ଘୋଷଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ପୁନଙ୍ଗଠାରେ ଥିବା…
Read More...

ଆଜି ଜଗତସିଂହପୁରରୁ ୨୯ ଜଣ ଚିହ୍ନଟ।

ଜଗତସିଂହପୁର,୨୬/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ବିରିଡ଼ି ବ୍ଲକରେ ସର୍ବାଧିକ ୧୦ଜଣ, ତିର୍ତ୍ତୋଲ ବ୍ଲକରେ ୭,ରଘୁନାଥପୁର,ବାଲିକୁଦା ଉଭୟ ବ୍ଲକରେ ୫ ଜଣ ଲେଖାଏଁ ଓ କୁଜଙ୍ଗ ବ୍ଲକରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତେ ବାହାର…
Read More...

ଭୁବନେଶ୍ୱରରେ ଆଜି ପୁଣି ୩୮ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୫।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ବଢିବଢି ଚାଲିଛି କରୋନା । ପୁଣି ୩୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ ୧୩ ଜଣ ସ୍ଥାନୀୟ ଲୋକ ଅଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ…
Read More...

ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା। ୨୦ ଦିନରେ ୧୫୧ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୪/୬(ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା।ପୁରା ରାଜଧାନୀବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦିନକୁ ଦିନ ନୂଆ ନୂଆ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ। ୨୦ ଦିନ ଭିତରେ ୨୫ଟି ସ୍ଥାନରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୮୨ ଜଣ ପ୍ରବାସୀ ଥିଲାବେଳେ ୬୯…
Read More...

ଭୁବନେଶ୍ୱରରୁ ଆଜି ପୁଣି ୨ ଚିହ୍ନଟ ଓ ୫ ସୁସ୍ଥ।

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ପୁଣି ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର। କ୍ୱାରାଣ୍ଟାଇନରୁ ଚିହ୍ନଟ ବ୍ୟକ୍ତି ୩୯ ବର୍ଷୀୟ। ତାଙ୍କ ଘର ଜୟଦେବ ବିହାରରେ।…
Read More...

ଶୈଳଶ୍ରୀବିହାର-ଡମଣା ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ ପାଇଁ ଶୁଭଦେଲେ ବିଧାୟକ।

ଭୁବନେଶ୍ୱର,୨୨।୬(ଓଡ଼ିଆ ନ୍ୟୁଜ): ଶୈଳଶ୍ରୀବିହାର ଠାରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନଡିଆ ବାଡେଇ ଉଦଘାଟନ କରିବା ସହିତ କହିଥିଲେ…
Read More...

ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି ୭ ପଜିଟିଭ ଚିହ୍ନଟ।

ଖୋର୍ଦ୍ଧା ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲୁଗାଁରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ସେ…
Read More...

ଭୁବନେଶ୍ୱରରେ ବେଲଗାମ କରୋନା। ଆଗକୁ ବିସ୍ଫୋରଣ ଘଟିପାରେ।

ଭୁବନେଶ୍ୱର,୨୧।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ମାଡି ମାଡି ଚାଲିଛି। ପ୍ରଥମ ପର୍ଯ୍ୟାୟରେ କିଛି ଏରିଆ ଭିତରେ ସୀମିତ ଥିବା କରୋନା ଏବେ କଲୋନୀ,ଗାଁ, ବସ୍ତି ଚାରିଆଡେ ବ୍ୟାପିପାରେ ଲାଗିଲାଣି। ଗତ ୧୫ ଦିନ ଭିତରେ କ୍ରମାଗତ ଭାବରେ ୨୨ ଟି ସ୍ଥାନରେ କାୟା ବିସ୍ତାର କରିଛି। ବିଶେଷକରି…
Read More...

ଜଗତସିଂହପୁର ଜିଲ୍ଲାରେ ଆଜି ୨୯ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୨୧/୬(ଓଡ଼ିଆ ନ୍ୟୁଜ):ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ୍ରିଶତକ ଛୁଇଁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨୦୮ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...