banner
Breaking

ଆଜି ଜଗତସିଂହପୁରରୁ ୨୯ ଜଣ ଚିହ୍ନଟ।

0

ଜଗତସିଂହପୁର,୨୬/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ବିରିଡ଼ି ବ୍ଲକରେ ସର୍ବାଧିକ ୧୦ଜଣ, ତିର୍ତ୍ତୋଲ ବ୍ଲକରେ ୭,ରଘୁନାଥପୁର,ବାଲିକୁଦା ଉଭୟ ବ୍ଲକରେ ୫ ଜଣ ଲେଖାଏଁ ଓ କୁଜଙ୍ଗ ବ୍ଲକରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତେ ବାହାର ରାଜ୍ୟ ଓ ଦେଶ ଫେରନ୍ତା ।ଏଥିସହ ଜିଲ୍ଲାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୮ ରେ ପହଞ୍ଚିଛି ୧୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ରୋଗୀ ସଂଖ୍ୟା ୧୧୩ ରେ ପହଞ୍ଚିଛି ।

Khansweb Solution Bhubaneswar

Leave A Reply

Your email address will not be published.