banner
Breaking
Browsing Category

ରାଜ୍ୟ

ସ୍ଥିତିପ୍ରଜ୍ଞା କଲେଜରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ସ୍ଥିତିପ୍ରଜ୍ଞା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା +୨ ପିଲାମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପଥର ଗାଡିଆ ସ୍ଥିତ କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଯାଜପୁର ବାପ-ପୁଅ ଘଟଣାର ନୁଆ ମୋଡ। ଭୁଲ କାହାର

ଯାଜପୁର ,(ଓଡ଼ିଆ ନ୍ୟୁଜ) ବାପା ମୋ’ ନାଁରେ ମିଛ ଅଭିଯୋଗ ଆଣିଛନ୍ତି। ମୁଁ ବାହା ହେବା ପରେ ବାପା ଆମ ସହିତ ରହୁ ନଥିଲେ। ଅନ୍ୟ ଜଣକ ଘରେ ସେ ରହୁଥିଲେ। ସେ ପରିବାର ସହିତ ତାଙ୍କର କ’ଣ ସମ୍ପର୍କ ତାହା ମୁଁ ଜାଣିନି। ହେଲେ ଏତିକି କହିବି ସେହି ପରିବାରର ପ୍ରରୋଚନାରେ ହିଁ ସେ ଏମିତି…
Read More...

ତିନି ତଲାକ୍ ଉପରେ ପ୍ରଶ୍ନ ଉଠାଇଲେ ସାଧାରଣ। ବିଜୟ ସାହୁଙ୍କ ଆଲେଖ୍ୟ

ଗତକାଲି ରାଜ୍ୟସଭା ରେ ମୁସଲିମ ମହିଳା ( ବିବାହ ଓ ଅଧିକାର ) ବିଲ ରାଜ୍ୟ ସଭାରେ ଗୃହୀତ ହେବା ପରେ ଏବେ ଆଇନ ହେବ । କେବଳ ବାମପନ୍ଥୀଦଳ ଓ ଆପ କୁ ଛାଡିଲେ ଅନ୍ୟ ସବୁ ବଡ଼ ଦଳ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହି ବିଲ ଗୃହୀତ ହେବାରେ ସହାୟତା କରିଛନ୍ତି । ବିଲ କୁ ବିରୋଧ କରୁଥିବା ବିଜେଡି,…
Read More...

କିରୋସିନ୍ ସଙ୍କଟ, ଏଣିକି ମିଳିବ ୨ ଲିଟର

ଭୁବନେଶ୍ୱର, ୩୧/୭ (ଓଡ଼ିଆ ନ୍ୟୁଜ):  ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ । ଏଣିକି ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ୨ ଲିଟର କିରୋସିନ ମିଳିବ ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ…
Read More...

ରସୁଲଗଡ ଛକରେ ରାସ୍ତାରୋକ ଫସିଛି ଯାନବାହାନ

ଭୁବନେଶ୍ୱର, ୩୧/୭(ଓଡ଼ିଆ ନ୍ୟୁଜ): ଗତକାଲି ରାତିରେ ଭୁବନେଶ୍ୱର ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ସହ ଲୁଟ ଘଟଣାର ପ୍ରତିବାଦରେ ଆଜି ରସୁଲଗଡ଼ ଛକରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଆବୋରଧ…
Read More...

ଆମ୍ରି ହସ୍ପିଟାଲରେ ଚଢ଼ାଉ। ଅନ୍ୟ ମାନଙ୍କର କୋକୁଆ ଭୟ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି।ପ୍ରାଇଭେଟ୍ ହସ୍ପିଟାଲରେ ମନଇଛା କାରବାରରେ ରୋକ ଲାଗାଇବା ପାଇଁ ଚଢ଼ାଉ ଜାରି ରଖିଛି। ଦୁଇଥର କଳିଙ୍ଗ ହସ୍ପିଟାଲରେ ଚଢ଼ାଉ ହୋଇଥିବା ବେଳେ ଆଜି ଆମ୍ରି ହସ୍ପିଟାଲରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି। ନିମ୍ନ…
Read More...

ସଚିବାଳୟର ନାମ ବଦଳି ହେବ ଲୋକସେବା ଭବନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ନାଁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି | “ସଚ୍ଚିବାଳୟ’ ବା ସେକ୍ରେଟେରିଏଟର ବଦଳରେ ଏହାର ନାଁ ରଖାଯିବ “ଲୋକସେବା ଭବନ” | ମୁଖ୍ୟମନ୍ତ୍ରା କହିଛନ୍ତି ଗଣତନ୍ତ୍ରରେ ଲୋକେ…
Read More...

ପୁଣି ଆରମ୍ଭ ହେବ ଅପରେସନ ପରୀ। ଧରାହେବେ ପିଲା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଜୁଲାଇ ୩୦ରୁ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଅପରେସନ ପରୀ-୩’ । ରାଜ୍ୟରେ ନିଖୋଜ ପିଲାମାନଙ୍କୁ ଖୋଜି ବାହାର କରିବାକୁ ମାସେ ଧରି ଚାଲିବ ଏହି ଅଭିଯାନ । ପ୍ରାୟ ଅଗଷ୍ଟ ୧୫ ତାରିଖ ଯାଏଁ ଏହି ଅପରେସନ ଚାଲିବ । ୧୫ ଦିନ ରାଜ୍ୟ ଭିତରେ ଓ ୧୫ ଦିନ ରାଜ୍ୟ…
Read More...

ରସଗୋଲାକୁ ମିଳିଲା ଜି ଆଇ ମାନ୍ୟତା।ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୭(ଓଡ଼ିଆ ନ୍ୟୁଜ): ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି। ଏହି ପ୍ରସଙ୍ଗରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ରସଗୋଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗର ଏକ ଅଂଶ ଅଟେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ପଶ୍ଚିମବଙ୍ଗରେ ହେଲା ଭୂକମ୍ପ

କୋଲକାତା,୨୯।୭(ଓଡ଼ିଆ ନ୍ୟୁଜ) ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଭୋର୍‌ ୨ଟା ୫୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।…
Read More...