Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ଲାଗୁହେଲା ନୂଆ ଫାଇନ୍। ନିୟମ ଉଲ୍ଲଂଘନ କଲେ ଜେଲ ହୋଇପାରେ।
ଭୁୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ସାରା ରାଜ୍ୟରେ ରବିବାର ଠାରୁ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଭୁବନେଶ୍ବର ର ସବୁ ସ୍ଥାନରେ ଚାଲିଛି କଡା ଚେକି° , ଚାରିଆଡେ ମାଳମାଳ ଟ୍ରାଫିକ କର୍ମଚାରୀ,ଏଣକିି ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ଗୁଣା ଜୋରିମାନା ଦେବାକୁ ପଡ଼ିବ । ଏଥିସହିତ ଗିରଫ ଜେଲଦଣ୍ଡ…
Read More...
Read More...
ଭୁବନେଶ୍ୱର ଛାତି ଉପରେ ଗଦାଗଦା ଅଳିଆ ଓ ମଦ ବୋତଲ। ସ୍ବାୟତ୍ତ ଶାସନ ଦିବସ କାହା ସ୍ବାର୍ଥରେ।
ଭୁବନେଶ୍ୱର, (ବ୍ୟୁରୋ) ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଗଦାଗଦା ଅଳିଆ ଆଉ ମଦ ବୋତଲ,ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ ଯାହାକି ଜନସାଧାରଣରେ ଜୋର ଚର୍ଚ୍ଚା ଧରିଛି। ସୂଚନା ଅନୁଯାୟୀ ଗତକାଲି ବିଏମସି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ବିଭିନ୍ନ ପ୍ରକଳ୍ପର…
Read More...
Read More...
ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁଉଦ୍ୟାନର ଶୁଭଉଦଘାଟନ
ଭୁବନେଶ୍ୱର ,୩୧/୮(ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଏବଂ ଶିଶୁ ଉଦ୍ୟାନର ଶୁଭଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନର ଡେପୁଟି…
Read More...
Read More...
ସବୁ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ହଜାର ଟଙ୍କାର ସହାୟତା…
ଭୁବନେଶ୍ବର : ସ୍ବାୟତ୍ତ ଶାସନ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ ଖୋଲିବା ସହିତ ରାଜ୍ୟର ସହରାଞ୍ଚଳର…
Read More...
Read More...
ବହୁ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର, (ବ୍ୟୁରୋ) ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ ଗ୍ରସ୍ତରେ ଆଜି…
Read More...
Read More...
ବରମୁଣ୍ଡା ବସଷ୍ଟାଣ୍ଡରେ ବସରେ ଲାଗିଲା ନିଆ”
ଭୁବନେଶ୍ୱର , (ଓଡ଼ିଆ ନ୍ୟୁଜ): ବରମୁଣ୍ଡା ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି। ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ 0D33 U 1399 ଶ୍ରୀ ଚକାଡୋଳା ନାମକ ଏକ ବସରେ ଅଚାନକ୍ ନିଆଁ ଲାଗି ଯାଇଥିଲା। ଫଳରେ ବସଟି ହୁତୁହୁତୁ ହୋଇ ଜଳିଥିଲା। ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡିନଥିବା ବେଳେ…
Read More...
Read More...
ଚାଷୀ ହେବେ ମାଲାମାଲ୍ , ପାଇଲଟ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୮(ଓଡ଼ିଆ ନ୍ୟୁଜ): କୃଷକଙ୍କ ପାଇଁ ଶୁଭ ଖବର।ପିଲାଙ୍କ ପାଠପଢ଼ା, ସ୍ବାସ୍ଥ୍ୟ, ଏବଂ ଚାଷୀଙ୍କ ଆୟ ବହୁଗୁଣ ବୃଦ୍ଧି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ…
Read More...
Read More...
ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା
ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ଓଡିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଂପାଦକ ଡ. ରେଖା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...
Read More...
ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର ୧୯/୮(ବ୍ୟୁରୋ)ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଡ. ସୁଧାଂଶୁ ଷଡଙ୍ଗୀ ହୋଇଛନ୍ତି ନୂଆ ପୋଲିସ କମିଶନର । କମିଶନର ସତ୍ୟଜିତ୍ ମହାନ୍ତି ମିଳିଛି ଜେଲ୍ ବିଭାଗ ଏଡିଜି । ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ।…
Read More...
Read More...
ରେଡ ସ୍ବସ୍ଥିକ ସୋସାଇଟ ପକ୍ଷରୁ ଟ୍ରାଫିକ ବାରିକେଡ ପ୍ରଦାନ
ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ଭାରତର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ରେଡସ୍ବସ୍ଥିକ ସୋସାଇଟ ପକ୍ଷରୁ ୫ଟି ଟ୍ରାଫିକ ବାରିକେଡ ପ୍ରଦାନ କରାଯାଇଛି। ଆଜି ଏଜି ଛକରେ ଥିବା ଟ୍ରାଫିକ ଫାଣ୍ଡି ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଶାଖାର ମୁଖ୍ୟ ଦେବାଶିଷ ପଟ୍ଟନାୟକ ଟ୍ରାଫିକ ଏସପି…
Read More...
Read More...