banner
Breaking

ଚାଷୀ ହେବେ ମାଲାମାଲ୍ , ପାଇଲଟ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୮ା୮(ଓଡ଼ିଆ ନ୍ୟୁଜ): କୃଷକଙ୍କ ପାଇଁ ଶୁଭ ଖବର।ପିଲାଙ୍କ ପାଠପଢ଼ା, ସ୍ବାସ୍ଥ୍ୟ, ଏବଂ ଚାଷୀଙ୍କ ଆୟ ବହୁଗୁଣ ବୃଦ୍ଧି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ହଜାର ଚାଷୀଙ୍କୁ ନେଇ କାର୍ଯ୍ୟକାରୀ ହେବ । ଚାଷୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ମାନଦଣ୍ଡ ବୃଦ୍ଧି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ପାଇଁ ୨ବର୍ଷ ଅବଧି, ୫କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି

Khansweb Solution Bhubaneswar

Leave A Reply

Your email address will not be published.