banner
Breaking

ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁଉଦ୍ୟାନର ଶୁଭଉଦଘାଟନ

0

ଭୁବନେଶ୍ୱର ,୩୧/୮(ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଏବଂ ଶିଶୁ ଉଦ୍ୟାନର ଶୁଭଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନର ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକ, ଉତ୍ତର ଜୋନ ବିଏମ୍ ସି କର୍ମଚାରୀ ଏବଂ ନୀଳାଦ୍ରି ବିହାର ଆବାସିକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳର ସମସ୍ତ ବୁଦ୍ଧିଜୀବିମାନେ ଯୋଗଦାନ କରିଥିଲେ । ବିଜୁ ଯୁବବାହିନୀର ସଭାପତି ଅଂଶୁମାନ ଦାସଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.