Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ଦୀର୍ଘ ବର୍ଷ ପରେ ସ୍ପଷ୍ଟ ଓଡ଼ିଆ କହିଲେ ମୁଖ୍ୟମନ୍ତ୍ରୀ। ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ।
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଆଜି ମୋ ସରକାର କାର୍ଯ୍ୟକ୍ରମରେ ସ୍ପଷ୍ଟ ଓଡ଼ିଆ କହିଛନ୍ତି। ଯାହା ସମସ୍ତ ଓଡ଼ିଆ ଭାଷା ପ୍ରେମୀଙ୍କୁ ଖୁସି କରାଇଦେଇଛି। ଥାନାରେ କିମ୍ବା ଡାକ୍ତରଖାନାରେ ଲୋକମାନେ କିଭଳି ସୁବିଧା ପାଉଛନ୍ତି ସେ ନେଇ ମତାମତ ଲୋଡାଯିବ। ସଚିବଙ୍କଠାରୁ ଆରମ୍ଭ କରି…
Read More...
Read More...
ଆଇଏଏସ୍ ସ୍ତରରେ ଅଦଳବଦଳ।
ଭୁବନେଶ୍ୱର,୩।୧୦(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗ ସୁଶୀଲ କୁମାର ଲୋହାନୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ସୋମେଶ କୁମାର ଉପାଧ୍ୟାୟଙ୍କୁ…
Read More...
Read More...
ଏଲପି ଟିମ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ। ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ରାଲି।
ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏଲପି ଟିମ୍ ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସି° ବୋର୍ଡ କଲୋନି ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ରାଲି ବାହାରି କଲୋନି ପରିକ୍ରମା କରି ପ୍ଲାଷ୍ଟିକ ବର୍ଜନ କରିବା ପାଇଁ…
Read More...
Read More...
ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୮ମ ବାର୍ଷିକ ଉତ୍ସବ ପାଳିତ ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ
ଭୁବନେଶ୍ୱର,୨/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୮ମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ରଣେନ୍ଦ୍ର…
Read More...
Read More...
ଓଡ଼ିଆ ନ୍ୟୁଜର ପ୍ରଭାବ। ପ୍ରକାଶ ପାଇଲା ପରୀକ୍ଷା ତାରିଖ।
ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଆ ନ୍ୟୁଜର ପ୍ରଭାବ ପ୍ରକାଶିତ ହେଲା ପରୀକ୍ଷା ତାରିଖ। ସୂଚନା ଥାଉକି ଗତକାଲି ପରୀକ୍ଷାରେ ପାଚର ଅନ୍ତର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଖବର ପ୍ରକାଶିତ ହେବାରୁ ଆଜି ପ୍ରଶାସନର ନିଦ ଭାଙ୍ଗିଛି।
ଓଡ଼ିଶାରେ ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବଢ଼ିବାରେ…
Read More...
Read More...
ଭୁବନେଶ୍ୱରରେ ରାଷ୍ଟ୍ରପତି
ଗଞ୍ଜାମ, ୨୮ା୯(ଓଡ଼ିଆ ନ୍ୟୁଜ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସେ ଗୋପାଳବନ୍ଧ ଏହାର ଡିଫେନସ କଲେଜ ଯାଇ ୨୫ବର୍ଷ ପୂର୍ତ୍ତ ଅବସରରେ କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । କର୍ପସ ଅଫ AAD ତରଫରୁ ପୁରସ୍କାର ଗ୍ରହଣ କଲା AADS। ରାଷ୍ଟ୍ରପତି…
Read More...
Read More...
ବର୍ଷା ସହ ବଜ୍ରପାତ ୮ ଜିଲ୍ଲାକୁ ସତର୍କ ସୂଚନା।
ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ) ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି। ତେବେ ଗତକାଲିଠୁ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।
ଉତ୍ତର ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର…
Read More...
Read More...
ଆସୁଛି ଆଉ ଗୋଟିଏ ଲଘୁଚାପ।
ଭୁବନେଶ୍ୱର, ୨୭ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଥିଲା ବର୍ଷା । ଏବେ ମଧ୍ୟ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୮ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦଲାଲ ହଟାଓ ଗରିବ ବଞ୍ଚାଓ ଅଭିଯାନ, ଧରାହେଲେ ୩୦
ଭୁବନେଶ୍ବର,୨୬/୯(ଓଡ଼ିଆ ନ୍ୟୁଜ):ହସ୍ପିଟାଲରକୁ ଆସୁଥିବା ରୋଗୀଙ୍କୁ ମିଛସତ ବାହାନା ଦେଖାଇ ନର୍ସିଂହୋମ୍ ହେଉ ,ପରୀକ୍ଷା ନିରୀକ୍ଷା କିମ୍ୱା ଔଷଧ ଆଳରେ ଲୁଟୁଥିଲେ ଦଲାଲ। ବିଚରା ଗରିବ ଲୋକମାନେ ସ୍ଵଳ୍ପ ଖର୍ଚ୍ଚରେ ଭଲହେବା ଛାଡି ସୁନା ଜମିବାଡି ବିକି ହେଉଥିଲେ ସର୍ବସାନ୍ତ। ଦଲାଲ ହେଉଥିଲେ…
Read More...
Read More...
ଦଲାଲ ମୁକ୍ତ ହେବ ଆରଟିଓ ଅଫିସ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।
ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ବିଭିନ୍ନ ଜିଲାର ଜିଲାପାଳ, ଏସ୍ପି ଏବଂ ଆର୍ଟିଓମାନଙ୍କ ସହ ଆଲୋଚନା କରିଛନ୍ତି। ୧୫ ଦିନ ମଧ୍ୟରେ ଆର୍ଟିଓ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ…
Read More...
Read More...