banner
Breaking

ଏଲପି ଟିମ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ। ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ରାଲି।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏଲପି ଟିମ୍ ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସି° ବୋର୍ଡ କଲୋନି ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ରାଲି ବାହାରି କଲୋନି ପରିକ୍ରମା କରି ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଟିମର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଏଲପି ଟିମ୍ ବିଭିନ୍ନ ଜନହିତକର କାର୍ଯ୍ୟ କରି ଓଡ଼ିଶାରେ ପରିଚିତ ହୋଇପାରିଛି।

Khansweb Solution Bhubaneswar

Leave A Reply

Your email address will not be published.