banner
Breaking
Browsing Category

ରାଜ୍ୟ

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ।

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଲୋକସେବା ଭବନ ଉଦ୍ୟାନ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶୀତଦିନିଆ ଫୁଲର ସମ୍ଭାରରେ ଲୋକସେବା ଭବନ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେଣୁ ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ୫ଦିନ…
Read More...

ହାଉସି°ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ।

ଭୁବନେଶ୍ୱର,୧୧ା୧(ଓଡିଆ ନ୍ୟୁଜ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣାର ସ୍ବର୍ଗତ ଜଗନ୍ନାଥ ମିଶ୍ରଙ୍କ ସ୍ତ୍ରୀ କାଞ୍ଚନବାଳା…
Read More...

କୈଳାସ ଶିତ୍ୟାର୍ଥୀଙ୍କ ଜନ୍ମ ଦିବସ ପାଳନ ଓ ଶିଶୁ ସୁରକ୍ଷା ସଚେତନତା।

ଭୁବନେଶ୍ୱର,୧୧/୧: ଓଡ଼ିଶାର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ମମ୍ ପକ୍ଷରୁ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସମାଜସେବୀ କୈଳାସ ଶତ୍ୟାର୍ଥୀଙ୍କ ଜନ୍ମ ଦିବସକୁ ଶିଶୁ ସୁରକ୍ଷା ଦିବସ ଭାବେ ଭୁବନେଶ୍ୱରର ଭି ଏସ ଏସ ନଗରସ୍ଥିତ ହନୁମାନ ବସ୍ତିରେ ମହାସମାରୋହରେ ପାଳିତ ହୋଇଯାଇଛି।…
Read More...

5 ଟି ମନ୍ତ୍ର ପ୍ରଭାବ, ପୁଣି ବିଦାହେଲେ ୪ ଅଧିକାରୀ।

ଭୁବନେଶ୍ୱର, ୧୧ା୧ (ବ୍ୟୁରୋ): ରାଜ୍ୟ ସରକାର ୪ ଜଣ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-ଯାଜପୁର ଜିଲା ଦଶରଥପୁର ବ୍ଲକରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଏଇଇ ସଞ୍ଜୟ କୁମାର ଚୌଧୁରୀ। ବାଲେଶ୍ୱର ଜିଲାର ଜିଲା ଶିଳ୍ପ କେନ୍ଦ୍ରର…
Read More...

ମାର୍ଚ୍ଚ ୩୧ ସୁଦ୍ଧା ମୋ ସରକାରରେ ସାମିଲ ହେବ ସବୁ ବିଭାଗ।

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶୁକ୍ରବାର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ବିଭାଗରେ ଅଧିକ ପେସାଗତ ଦକ୍ଷତା…
Read More...

ଆସନ୍ତାକାଲି (ଜାନୁଆରୀ-୮)ଭାରତ ବନ୍ଦ।

ନୂଆଦିଲ୍ଲୀ: ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ। ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଜାନୁଆରୀ ୮ ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଥିବା କହିଛନ୍ତି ଶ୍ରମିକ ସଙ୍ଗଠନ ସିଟୁର…
Read More...

ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ହେଲେ ବରଦା ପ୍ରସନ୍ନ ଦାସ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ନିଜର ସରଳୀ ଜୀବନଶୈଳୀ , ଅମାୟିକ ବ୍ୟବହାର ଓ କର୍ତ୍ତବ୍ୟ…
Read More...

ଜାନୁଆରୀ ୧୯ ରେ ‘ମାୟୋପିଆ ‘ ସଚେତନତା ପାଇଁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ର ପକ୍ଷରୁ…

ଭୁବନେଶ୍ୱର, ୬/୧(ଓଡ଼ିଆ ନ୍ୟୁଜ): ପିଲାଙ୍କ ଭିତରେ ବଢ଼ୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା "ମାଇଁସାଇକ୍ଲୋଥନ୍' କାର୍ଯ୍ୟକ୍ରମ ଲାଗି କାଉଂଟଡାଉନ୍ ଆରମ୍ଭ ହୋଇଛି । ଜାନୁଆରୀ ୧୯ ତାରିଖ ସକାଳେ କଳିଙ୍ଗ…
Read More...

ଆରମ୍ଭ ହେଲା ମୋ ପରିବାର । ପିନାକୀ, ଚନ୍ଦ୍ରଶେଖର, ଅତନୁଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,୫/୧(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ରୂପରେଖ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା । ଏଥିରେ ଜୀବନ…
Read More...

ବର୍ଷା ଝଡତୋଫାନ ସହିତ ବଢିବ ଶୀତ-ପାଣିପାଗ

ଭୁବନେଶ୍ୱର,୩/୧(ଓଡ଼ିଆ ନ୍ୟୁଜ): ଶୀତୁଆ ପାଗକୁ ଝିପିଝିପି ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଝିରେ ମଝିରେ ସୁଲୁସୂଲିଆ ଥଣ୍ଡା ପବନରେ ଲୋମ ଟାଙ୍କୁରି ଯାଉଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା…
Read More...