banner
Breaking
Browsing Category

ରାଜ୍ୟ

ରାଜ୍ୟରେ ପୁଣି ୬୫ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୭୩୭ କୁ ଵୃଦ୍ଧି।

ଭୁବନେଶ୍ୱର, ୧୬।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୬୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩,କଟକ-୬,କେନ୍ଦ୍ରାପଡା ୪,ପୁରୀ-୪,ଖୋର୍ଦ୍ଧା-୩ ମୟୂରଭଞ୍ଜ ଓ ନୟାଗଡ଼ରୁ ଦୁଇଜଣ ଲେଖା…
Read More...

ଖୋଲିବ ଆଧାର ସ°ଶୋଧନ କେନ୍ଦ୍ର।

ଭୁବନେଶ୍ବର,୧୫/୫(ବ୍ୟୁରୋ) କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ହୋଇ ରହିଥିବା ରାଜ୍ୟର ଆଧାର କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ନିୟମ ଅନୁପାଳନ କରି ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ କୁହାଯାଇଛି। ଏନେଇ…
Read More...

ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ)- କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଛନ୍ତି । ଏବେ ସରପଞ୍ଚମାନଙ୍କୁ ମଧ୍ୟ ଏହି…
Read More...

ରାଜ୍ୟରେ କୌଣସି ପ୍ରବାସୀ ଶ୍ରମିକ ଚାଲିକି ଯିବେ ନାହିଁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ) : ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ…
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୭୨ କୁ ବୃଦ୍ଧି।

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୧୨ ,ବାଲେଶ୍ବର-୧୨,ଯାଜପୁର-୨,ଭଦ୍ରକ-୬,ନୟାଗଡ଼-୩, ପୁରୀ-୧୦,କଟକ,ଦେବଗଡ଼ ଓ ସୁନ୍ଦରଗଡରୁ ଜଣେ ଜଣେ ବୋଲି ଜଣା…
Read More...

ପ୍ରବାସୀ ସତର୍କ ରହିଲେ କରୋନା ବ୍ୟାପିବ ନାହିଁ।

ଭୁବନେଶ୍ୱର, ୧୩ା୫(ଓଡ଼ିଆ ନ୍ୟୁଜ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ…
Read More...

ଯୋଜନା ବୋର୍ଡ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୪/୫(ଓଡ଼ିଆ ନ୍ୟୁଜ) : ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ  ଗୁରୁବାର  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାର କରୋନା ମାହାମାରୀର ମୁକାବିଲା କରୁଥିବାବେଳେ…
Read More...

ପୁଣି ୧୩ ପଜିଟିଭ୍। ସମସ୍ତେ କେନ୍ଦ୍ରାପଡା ଜିଲ୍ଲାର।

କେନ୍ଦ୍ରାପଡ଼ା,୧୪/୪(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ…
Read More...

କୋଭିଡ ହସ୍ପିଟାଲରେ ବେଡ ସ°ଖ୍ୟା ବଢିବ। ୨୦୧୩ ଟବାକୋ ଆଇନ ଦୃଢ ହେବ-ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୫(ଓଡ଼ିଆ ନ୍ୟୁଜ): କୋଭିଡ଼ ହସ୍ପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ । ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ଼ ସଂଖ୍ୟାକୁ…
Read More...

ରାଜ୍ୟରେ ପୁଣି ୭୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୧୧ କୁ ବୃଦ୍ଧି।

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୪୨ ,ଯାଜପୁର-୧୭,ଭଦ୍ରକ-୯,ଖୋର୍ଦ୍ଧା-୩ ସୁନ୍ଦରଗଡରୁ ଦୁଇଜଣ ବୋଲି ଜଣା ପଡିଛି। ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...