Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୧୭୫ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୩୩୮ କୁ ବୃଦ୍ଧି।
ଭୁବନେଶ୍ୱର,୧୭/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୫ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୦ ଜଣ ଚିକିତ୍ସା ହେଉଥିବା ବେଳେ ୨୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Read More...
Read More...
ରାଜ୍ୟରେ ପୁଣି ୧୦୮ ପଜିଟିଭ ଚିହ୍ନଟ।
ଭୁବନେଶ୍ବର,୧୬/୬(ଓଡ଼ିଆ ନ୍ୟୁଝ) : ରାଜ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ…
Read More...
Read More...
ରାଜ୍ୟ ପାଇଁ ଖୁସି ଖବର। ଆଜି ପୁଣି ସୁସ୍ଥ ହେଲେ ୧୪୬ ଜଣ।
ଭୁବନେଶ୍ବର,୧୫/୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର ସୋମବାର ପୁଣି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଆଜି ୧୪୬…
Read More...
Read More...
ସାରା ଦେଶର ମଡେଲ ପାଲଟିଛି ଓଡିଶା।
ଭୁବନେଶ୍ୱର, ୧୫।୬(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା ମାତ୍ର ୦.୦୩ ପ୍ରତିଶତ ରହିଛି। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ…
Read More...
Read More...
ରାଜ୍ୟରେ ପୁଣି ୧୪୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୦୫୫ କୁ ବୃଦ୍ଧି
ଭୁବନେଶ୍ୱର,୧୫ ।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ…
Read More...
Read More...
କରୋନା ନେଇନି ବର°ଆଜି ଦେଇଛି କୋଟି କୋଟି ଜୀବନ।
ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ): କରୋନା ଜୀବନ ନେଉଥିବା ବେଳେ ଆଜି କୋଟି କୋଟି ଜୀବନ ଦେଇଛି। ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ବାସ୍ତବରେ ଏହା ସତରେ ପରିଣତ ହୋଇଛି। ଆଜି କରୋନା ପାଇଁ କୋଟି କୋଟି ଜୀବନ ବଞ୍ଚିଯାଇଛି। ଆଜି ହେଉଛି ପହିଲି ରଜ । ପ୍ରଥମ ରଜ ହୋଇଥିବାରୁ…
Read More...
Read More...
ଆଜି ରାଜ୍ୟରେ ପୁଣି ୧୧୪ ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବର,୧୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର।ଧିରେ ଧିରେ ସୁସ୍ଥଙ୍କ ସ°ଖ୍ୟା ବଢିବଡ଼ି ଚାଲିଛି। ରାଜ୍ୟରେ ରବିବାର ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୨,୭୦୮କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
Read More...
Read More...
ରାଜ୍ୟରେ ପୁଣି ୧୮୬ ପଜିଟିଭ ଚିହ୍ନଟ ଓ ଆଉ ଜଣେ ମୃତ। ଆକ୍ରାନ୍ତଙ୍କ ସ°ଖ୍ୟା ୩୯୦୯ କୁ ବୃଦ୍ଧି।
ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୭୧ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୫ଜଣ ସ୍ଥାନୀୟ ଲୋକ ଅଛନ୍ତି ।…
Read More...
Read More...
କ୍ବାରାଣ୍ଟାଇନ ସେଣ୍ଟରର ହିସାବ ମାଗିଲେ ସରକାର।
ଭୁବନେଶ୍ୱର,୧୩ା୬(ବ୍ୟୁରୋ) : ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଟିଏମ୍ସି ବା କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ତେବେ ଏହି ସେଣ୍ଟରଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଛନ୍ତି ସରକାର।…
Read More...
Read More...
ରାଜ୍ୟରେ ପୁଣି ୧୨୦ କରୋନା ଆକ୍ରାନ୍ତ ସୁସ୍ଥ।
ଭୁବନେଶ୍ୱର,୧୩।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର ୧୩, ବାଲେଶ୍ୱର ୧୨, ବଲାଙ୍ଗୀର-ଖୋର୍ଦ୍ଧାର ୮, ମୟୂରଭଞ୍ଜର ୭, କଟକର ୪, ଯାଜପୁର-ନୟାଗଡ଼-ନୂଆପଡ଼ାର ୩,…
Read More...
Read More...