banner
Breaking

ରାଜ୍ୟ ପାଇଁ ଖୁସି ଖବର। ଆଜି ପୁଣି ସୁସ୍ଥ ହେଲେ ୧୪୬ ଜଣ।

0

ଭୁବନେଶ୍ବର,୧୫/୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର ସୋମବାର ପୁଣି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥଙ୍କ ମଧ୍ୟରୁ କଟକ- ୨୬, ଖୋର୍ଦ୍ଧା- ୨୩, ଗଞ୍ଜାମ- ୧୮, ମୟୁରଭଞ୍ଜ- ୧୩, ଗଜପତି- ୧୨, ଭଦ୍ରକ- ୧୧, ବଲାଙ୍ଗୀର – ୧୧ , କଳାହାଣ୍ଡି- ୪, ଜଗତସିଂହପୁର-୧, କନ୍ଧମାଳ, କୋରାପୁଟ ଓ  ରାୟଗଡ଼ା ଜିଲାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ନୟାଗଡ ଜିଲାରୁ ୩ ଜଣ ଏବଂ ଢେଙ୍କାନାଳ, ନୂଆପଡ଼ା ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.