banner
Breaking
Browsing Category

ରାଜନୀତି

ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଦାୟିତ୍ବ ଗ୍ରହଣ କଲେ।

ଭୁବନେଶ୍ବର,୨୨/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଶ୍ରୀମୟୀ ମିଶ୍ର। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତରେ ଶ୍ରୀମତୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ…
Read More...

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ) ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ ଉଠା ଜଳ ସେଚନ ନିଗମ ଅଧକ୍ଷ ତଥା ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ । ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମହିଳା ଅଧକ୍ଷା ମିନତୀ ବେହେରା । ଏପିକଲ ଅଧକ୍ଷ ଅସିତ ପଟ୍ଟନାୟକ ,ପର୍ଯ୍ୟଟନ ଅଧକ୍ଷା…
Read More...

ପାଞ୍ଚପଞ୍ଚାୟତର ପାଣି, ବ୍ରିଜ ଓ ଚାଷୀଙ୍କ ସମସ୍ୟା ବୁଝିଲେ ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର,{ଓଡ଼ିଆ ନ୍ୟୁଜ) : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଣି, ବ୍ରିଜ୍ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଛନ୍ତି ଜଳସମ୍ବଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଞ୍ଚପଞ୍ଚାୟତରେ ଥିବା ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ ଲିଙ୍ଗିପୁର,…
Read More...

ଜନପ୍ରିୟ ନେତାଙ୍କୁ ସନ୍ତୁଷ୍ଟ କଲେ ମୁଖ୍ୟମନ୍ତ୍ରୀ।ପ୍ରିୟଙ୍କୁ ହାଉସି° ବୋର୍ଡ ଓ ଚିନ୍ମୟଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ…

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ୨୦୧୯ ନିର୍ବାଚନରେ କିଛି କାରଣ ନଥାଇ ବହୁ ଜନପ୍ରିୟ ନେତାଙ୍କ ଟିକେଟ କାଟି ଦିଆଯାଇଥିଲା।ଏହା କିଛି କୃଚକ୍ରି କିମ୍ୱା ଅର୍ଥ ପାଇଁ ହୋଇଛି ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା।ଏହାର କାରଣ ଯାହାବି ହେଉ ବଳି ପଡିଥିବା ନେତାମାନେ ଦଳ ପାଇଁ କାମକରି…
Read More...

୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀ ଠାରୁ ମିଳିବ ଏହିସବୁ ସୁବିଧା

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ସେହିପରି ମୁଖ୍ୟମନ୍ତ୍ରୀ ନିଜେ ଫୋନ କରି ଲୋକଙ୍କ ସମସ୍ୟା ବୁଝିବେ । ମେଡିକାଲରେ ଲୋକଙ୍କୁ କିପରି…
Read More...

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ଅଛି । କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ପିସିସି…
Read More...

ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ବୋଧନ। ମନ୍ତ୍ରୀ ନେତାଙ୍କୁ ମିଳିବନାହିଁ ଗାର୍ଡ ଅଫ ଅନର୍

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ ସରକାର ଗାର୍ଡ ଅଫ୍ ଅନର୍‌/ହାଉସ୍ ଗାର୍ଡ ବ୍ୟବସ୍ଥା ଉଛେଦ କରିଛନ୍ତି। ଏହି ବ୍ୟବସ୍ଥା ଉଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ଗାର୍ଡ ଅଫ୍…
Read More...

ବିଜେପିରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,(ବ୍ୟୁରୋ) ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି । ଅପରାଜିତାଙ୍କ ଏକପାଖିଆ କାର୍ଯ୍ୟକ୍ରମ…
Read More...

ଉତ୍ତରର ଉନ୍ନତି ପାଇଁ ପାଣି ଲାଗିକଲେ ବିଧାୟକ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାର ମାନସିକ ଅନୁସାରେ ଆଜି ବିଧାୟକ ମଞ୍ଚେଶ୍ବର ଘାଟରୁ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା…
Read More...

ଏକ ଦେଶ,ଏକ ସମ୍ବିଧାନ, ନରେନ୍ଦ୍ର ମୋଦୀ କଣ କହିଲେ ପଢନ୍ତୁ

ନୂଆଦିଲ୍ଲୀ, ୮/୮(ଓଡ଼ିଆ ନ୍ୟୁଜ) ଏକ ଦେଶ ଏକ ବିଧାନ ଏକ ସମ୍ବିଧାନ ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ୩୭୦ ଉଚ୍ଛେଦ ପରେ ପ୍ରଥମଥର ଦେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଜାମ୍ମୁକାଶ୍ମୀରକୁ ନେଇ ଦେଶ ଏକ…
Read More...