banner
Breaking

ଉତ୍ତରର ଉନ୍ନତି ପାଇଁ ପାଣି ଲାଗିକଲେ ବିଧାୟକ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାର ମାନସିକ ଅନୁସାରେ ଆଜି ବିଧାୟକ ମଞ୍ଚେଶ୍ବର ଘାଟରୁ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା ପରେ ଏହା ତାଙ୍କର ମାନସିକ ଥିଲା ।

ପରମ୍ପରା, ଋତିନୀତି ଏବଂ ପୂର୍ବ ଧାର୍ମିକ ଚେତନା ଅନୁସାରେ ଶିବଙ୍କ ମସ୍ତକରେ ପାଣି ଢାଳିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଆମର ବିଶ୍ୱାସ ଅଛି । ଏହି ବିଶ୍ୱାସକୁ ପାଥେୟ କରି ଉତ୍ତର  ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଶୁଭମାନାସି ଶିବଭକ୍ତମାନଙ୍କ ସହିତ ପାଦରେ ଚାଲିଚାଲି ସୋମବାର ସକାଳେ ପାଣି ଲାଗି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.